ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ବ୍ଲକ ଅନ୍ତର୍ଗତ ହିଞ୍ଜିଳିକୁଦା ଗ୍ରାମପଞ୍ଚାୟତର ତାକରଡା ଗ୍ରାମର ଆମ ଦଳର ଦକ୍ଷ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ଗୌଡ଼ଙ୍କ ମାଆ କେଶରୀ
ସୋରଡ଼ା ବ୍ଲକ ହିଞ୍ଜଳକୁଦl ସୋରଡ଼ା ନିର୍ବାଚନ ମଣ୍ଡଳୀର ସୋରଡ଼ା ବ୍ଲକ ଅନ୍ତର୍ଗତ ହିଞ୍ଜିଳିକୁଦା ଗ୍ରାମପଞ୍ଚାୟତର ତାକରଡା ଗ୍ରାମର ଆମ ଦଳର ଦକ୍ଷ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ଗୌଡ଼ଙ୍କ ମାଆ କେଶରୀ ଗୌଡ଼ଙ୍କ ଏକାଦଶାହ ଦିନରେ ତାଙ୍କର ବାସଗୃହରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇଲେ |
ସୋରଡ଼ା ରୁ ସଞ୍ଜୟ କୁମାର ସେଠୀ ଙ୍କ ରିପୋର୍ଟ

