March 10, 2026

ସ୍ତ୍ରୀ ନିଖୋଜ ଥିବା ନେଇଆର.ଉଦୟଗିରି ଥାନରେ ଅଭିଯୋଗ କଲେ ସ୍ବାମୀ 

IMG-20250803-WA0026
Share

 

ପାରଳାଖେମୁଣ୍ଡି:୩/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆର. ଉଦୟଗିରି ଥାନାରେ ସ୍ତ୍ରୀ ନିଖୋଜ ଥିବା ନେଇ ଥାନରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ I ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନ ଟାଣ୍ଡ୍ରାଙ୍ଗ ଗ୍ରାମରେ. ସୂଚନା ପ୍ରକାରେ ନିକଲାସା ରଇତ ଚାଷ କାମ କରିବା ପାଇଁ ନିଜ ଜମିକୁ ଯାଇଥିଲେ I ଚାଷ କାମ ସାରି ଘରକୁ ଫେରିଥିଲେ. ଘରେ ତାଙ୍କ ସ୍ଵୀ ନ ଥିବା ଦେଖିବାକୁ ପାଇଥିଲେ I ସାହି ପଡିସା ଓ ନିଜ ସମ୍ପକୀୟ ମାନଙ୍କ ପାଖକୁ ଯାଇ ଖୋଜା ଖୋଜି କଲେ। କିନ୍ତୁ ସ୍ତ୍ରୀକୁ ପାଇନଥିଲେ I ଶେଷରେ ବାଧ୍ଯ ହୋଇ ଥାନର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ସ୍ୱାମୀ. ତାଙ୍କର ଦୁଇଟି ସନ୍ତାନ ଥିବା ସୂଚନା ମିଳିଛି.