April 25, 2026
ajiro khabar
Share

 

୧-ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୫ ଦିନ ଯାଏ ତାତିରୁ ମିଳିବନି ନିସ୍ତାର।

 

୨-ପୁଣି ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ।

 

୩-ପ୍ରଶାସନକୁ ଗତିଶୀଳ କରିବାକୁ ସରକାର ଦେବେ ‘ବେଷ୍ଟ କର୍ମଚାରୀ ପୁରସ୍କାର।

 

୪-ଅପରେସନ ‘ସିନ୍ଦୂର’ ସଫଳତା, ଶିକ୍ଷାନୁଷ୍ଠାନରେ ହେବ ‘ରାଷ୍ଟ୍ର ପ୍ରଥମ’ ଅଭିଯାନ।

 

୫-ମିଳୁନାହାନ୍ତି ହତ୍ୟାକାରୀ, ମିଳୁଛନ୍ତି ଦଲାଲ; ବୌଦ୍ଧ-ସୋନପୁର ରାସ୍ତାରୁ ହାତୀଦାନ୍ତ ସହ ଗିରଫ ହେଲା ମଧ୍ୟସ୍ଥି।

 

୬-୨୭ରେ ରଥଯାତ୍ରା ପାଇଁ ପୁଲିସ୍ ର ପ୍ରସ୍ତୁତି, ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ଯାଏଁ କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ।

 

୭-ଦି ସପ୍ତାହେ ଆଗୁଆ ଆସିଲା, କାଁ ଭାଁ ଛିଞ୍ଚିଲା… ଆଉ ଏବେ ମୌସୁମୀ ନିଖୋଜ।ଏ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କାହାଣୀ

 

୮-ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ,ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୋମବାର ସୁଦ୍ଧା ୧୫କୁ ବୃଦ୍ଧି।

 

୯-ଭଦ୍ରକକୁ ୨୭୪ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ବିଜେଡିକୁ କଲେ ଟାର୍ଗେଟ।

 

୧୦-ସିକିମ୍ ଟ୍ରାଜେଡି : ପରିବାରର ୪ ସଦସ୍ୟ ଫେରିଛନ୍ତି ଘରକୁ, ମୋବାଇଲ୍ ମିଳିଥିଲେ ମଧ୍ୟ ଏଯାଏଁ ମିଳିନି ଇତିଶ୍ରୀଙ୍କ ସମେତ ୪ ଜଣଙ୍କ ପତ୍ତା।

 

୧୧-ଜୟପୁର:ନୂଆ ତରିକାରେ ଚୋରାଚାଲାଣ,କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକ୍‌ରେ ବିପୁଳ ପରିମାଣ ଗଞ୍ଜେଇ, ୬ ଗିରଫ।

 

୧୨-ଜୁନ ୧୫ରେ ହେବାକୁ ନିଟ୍ ପିଜି ୨୦୨୫ ପରୀକ୍ଷା ସ୍ଥଗିତ ରହିଲା, ଶୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ।

 

୧୩-ଜୁନ ୬ରେ, ୧୨ବର୍ଷ ପରେ ବୃହସ୍ପତି ଏବଂ ବୁଧଙ୍କ ଦୁର୍ଲଭ ସଂଯୋଗ; ମିଥୁନ, କନ୍ୟା, ଧନୁ ଓ ମକର ଏହି ୪ଟି ରାଶି ହେବେ ମାଲାମାଲ, ବଢିବ ବ୍ୟାଙ୍କ ବାଲାନ୍ସ।

 

୧୪-ମାଲକାନଗିରିର ବିଜାଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର।

 

୧୫-IPL: ବେଙ୍ଗାଳୁରୁ ୪ର୍ଥ,ପଞ୍ଚାବ ଦ୍ବିତୀୟ ଥର ଖେଳିବ ଫାଇନାଲ।

 

୧୬-ଅନ୍ତର୍ଜାତୀୟ କ୍ରିକେଟରୁ ହେନେରିଚ୍ କ୍ଲାସେନ୍ ନେବେ ଅବସର।

 

୧୭-ମେଲବର୍ଣ୍ଣ: ଦିନିକିଆ କ୍ରିକେଟରୁ ଗ୍ଲେନ୍ ମ୍ଯାକ୍ସଓ୍ବେଲ୍ ନେବେ ଅବସର।

 

୧୮-ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ୟୁଜି ପରୀକ୍ଷା ଫଳ, ମୋଟ ପାସ୍ ହାର ୮୪.୧୦%।

 

୧୯-ଜେଇଇ ଆଡଭାନ୍ସଡ ଫଳ ପ୍ରକାଶିତ, ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର।

 

୨୦-ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି, ଏଣିକି ୩ ବର୍ଷରେ ଥରେ ପରିବର୍ତ୍ତନ ହେବ ପଲିସି।

 

୨୧-ଏମକେସିଜି ମେଡିକାଲରେ ପୁଣି ରେଗିଂ, ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା।

 

୨୨-ମିଳିପାରୁନି ଆବଶ୍ୟକ ଡେଡ୍‌ ବଡି, ରାଜ୍ୟରେ ଶରୀର ତତ୍ତ୍ବ ପଢିବାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ହେଉଛି ଅସୁବିଧା।

 

୨୩-‘ବ୍ରିଟେନ୍ସ ଗଟ୍‌ ଟାଲେଣ୍ଟ’ରେ ଚମକିଲେ ଭାରତର ଝିଅ ବିନିତା ଛେତ୍ରୀ, ଶୁଭେଚ୍ଛା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ।

 

*🙏 ସୁପ୍ରଭାତ 🙏*