July 3, 2024

ଠାକୁରାଣୀ ପର୍ବ ପାଇଁ ଉତ୍ସବମୁଖର ପ୍ରଧାନି ଗୁଡ଼ା ଗ୍ରାମ

Share

 

ଗୁଣପୁର , ବ୍ଲକ ଗାଦିଆଖଳା ପଞ୍ଚାୟତ ପ୍ରଧାନଗୁଡ଼ା ଗ୍ରାମ ଏବେ ବେଶ୍ ଚଳଚଞ୍ଚଳ ରହିଛି ଗ୍ରାମ କୁ ଆସିଛନ୍ତି ମା ଦୀର୍ଘ ବର୍ଷର ମାନସିକ ରଖିଥିଲେ ଭାଷା ଶତପଥି ନିଜ ବାସ ଭବନ କୁ ମା’ ଙ୍କୁ ପାଛଟି ଆଣିବା ସହ ଗ୍ରାମ ବାସୀଙ୍କ ସହଯୋଗରେ ପାଞ୍ଚ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ମା’ ଙ୍କୁ ଲାଗିହେବ ଧୂପ,ଦୀପ, ଝୁଣା,ଭୋଗ, ପିଠା ପଣା ବାଜା ବାଜିଣା , ଏହା ସହ ବିଭିନ୍ନ ବେଶ ଭୂଷା ରେ ଚାଲିଛି ନାଚ ଗୀତ ଯାହା ମଜା ନେଉଛଚନ୍ତି ଗ୍ରାମ ବାସୀ ବନ୍ଧୁ ବର୍ଗ ସାଙ୍ଗ ସାଥୀ ଓ ପରିବାର। ନିତ୍ୟ ଦୁଇଓଳି ଲୋକଙ୍କ ପାଇଁ ଅର୍ଣ ପ୍ରସାଦ ର ବ୍ୟବସ୍ଥା ରହିଛି। ସାନ୍ଧ୍ୟ ରେ ମା ଙ୍କ ଘଟ ବା ହାଣ୍ଡି ବୁଲାରେ ବେଶ୍ ଭିଡ ଦେଖିବାକୁ ମିଳୁଛି।-(ସୁରେନ୍ଦ୍ର ମହାନ୍ତି )