July 3, 2024
Share

୧-ଆଜିଠାରୁ ସ୍ନାତକ ଆବେଦନ,୧୦ ଶିକ୍ଷାନୁଷ୍ଠାନରେ ନାମଲେଖା ବନ୍ଦ, ଚଳିତ ବର୍ଷ ବଢ଼ିଲା ୧୬ଶହ ଆସନ।

୨-ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଉଥିଲେ ସାବଧାନ ! ଏଣିକି ଗାଡ଼ି ସହ ଫୋନ ଜବତ କରିବ ପୁଲିସ।

୩-ଭୁବନେଶ୍ୱର:ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ୭୦ କମ୍ପାନୀ ସିଏପିଏଫ୍‌ ମୁତୟନ।

୪-ଭୁବନେଶ୍ୱର:ଫଳ ଆସିନି, ବିଜେଡ଼ି -ବିଜେପି ଟଣାଓଟରା:ଦୁଇ ଦଳର ଦାବି ଆମେ ସରକାର ଗଢିବୁ।

୫-ଆସନ୍ତାକାଲି ବାହାରିବ ନିର୍ବାଚନ ଫଳାଫଳ,୧୬୮ କେନ୍ଦ୍ରରେ ହେବ ଗଣତି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ଭୋଟ ଗଣତି କେନ୍ଦ୍ର।

୬-ଅଂଶୁଘାତରେ ଗଲାଣି ୨୬ ଜୀବନ,୧୪୧ଅଭିଯୋଗ ୧୦୭ର ଚାଲିଛି ତଦନ୍ତ।

୭-ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି।

୮-ମୋଚିଙ୍କୁ ଘାରିଲାଣି ରୋଜଗାର ଚିନ୍ତା: ଦିନକୁ ହେଉନି ୨ଶହ ଟଙ୍କା।

୯-କଲିକତା ବିମାନ ବନ୍ଦରର ନିର୍ଦେଶକ ହେଲେ ପ୍ରଭାତ ରଞ୍ଜନ ବେଉରିଆ,ଜଣେ ଓଡ଼ିଆ।

୧୦-ଆଜି ସାଇକେଲ ଦିବସ,ସାଇକେଲକୁ ନିର୍ଭର କରି ଚଳିବା ହେଲାଣି ମୁସ୍କିଲ।

୧୧-ପ୍ରବଳ ବର୍ଷା !ଭୁବନେଶ୍ୱର-କଟକରେ ବିଜୁଳି ଘଡ଼ଘଡ଼ି ସହ ଜୋରଦାର ପବନ।କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା।

୧୨-ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ,ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା

୧୩-ଜୋରସୋରରେ ଚାଲିଛି ରଥ ନିର୍ମାଣ, ସରିଲା ତିନି ରଥର ୩୨ ଚକ ନିର୍ମାଣ କାର୍ଯ୍ୟ।

୧୪-ବିଜେବି କଲେଜରେ ହେବ ଖୋର୍ଦ୍ଧା ଜିଲାର ଭୋଟ ଗଣତି,ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣନା।

୧୫-ଗୁଣପୁର,ଢେପ ଗାଁ:ବଜ୍ରାଘାତରେ ୨୦ ଗାଈ ମୃତ, ବର୍ଷା କାରଣରୁ ଗଛ ତଳେ ନେଇଥିଲେ ଆଶ୍ରୟ।

୧୬-ନୂଆ ଦିଲ୍ଲୀ:୭ଟି ପର୍ଯ୍ୟାୟରେ ୬୫.୧୪ ଭୋଟିଂ,୧୯୫୨ ପରେ ସବୁଠୁ ଲମ୍ବା ନିର୍ବାଚନ।୭ ରାଜ୍ୟରେ କମିଛି ଭୋଟିଂ।

୧୭-୩୦ ଘଣ୍ଟା ବିଳମ୍ବରେ ବିମାନ ଉଡ଼ାଣ ପାଇଁ କ୍ଷମା ମାଗିଲା ଏୟାର ଇଣ୍ଡିଆ, ପ୍ରତ୍ୟେକ ଯାତ୍ରୀଙ୍କୁ ୨୯ ହଜାର ଟଙ୍କାର ଯାତ୍ରା ରସିଦ ଦେଲା।

୧୮-ଅରୁଣାଚଳ ପ୍ରଦେଶରେ ବିଜେପିର ବାଜିମାତ୍‌‌, ସିକ୍କିମରେ ଏସକେଏମକୁ ବହୁମତ।

୧୯-ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲଟ, ଅଧଘଣ୍ଟା ପରେ EVM କାଉଣ୍ଟିଂ,EVM ସିଲ୍ କୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଦେଖାଇବାକୁ ହେବ।

୨୦-ଦିନକରେ ପ୍ରଧାନମନ୍ତ୍ରୀ ମୋଦୀ କଲେ ୭ ବୈଠକ । ଆଗାମୀ ୧୦୦ ଦିନର ରଣନୀତି ଉପରେ ଚର୍ଚ୍ଚା, ବାତ୍ୟା ରେମାଲ ଓ ହିଟୱେଭର କଲେ ସମୀକ୍ଷା।

୨୧-ସରିଲା ନିର୍ବାଚନ,ଜେଲ ଫେରିଲେ କେଜ୍ରିୱାଲ । କହିଲେ, ଜେଲରୁ ରହି ବୁଝିବେ ଦଳ, ଦେଶ ଓ ଦିଲ୍ଲୀ କଥା।

୨୨-ଟି-ସିରିଜ୍‌କୁ ପଛରେ ପକାଇ Mr Beast ହେଲା ବିଶ୍ୱର ସବୁଠାରୁ ଅଧିକ ସବ୍ସକ୍ରାଇବ୍ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ୍।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*