July 3, 2024

ସନ୍ଧ୍ୟାହେଲେ ଗୋପ ବଜାର ରେ ଦେଖିବାକୁ ମିଳୁଛି ଟ୍ରାଫିକ ସମସ୍ୟା ..

Share

ସନ୍ଧ୍ୟାହେଲେ ଗୋପ ବଜାର ରେ ଦେଖିବାକୁ ମିଳୁଛି ଟ୍ରାଫିକ ସମସ୍ୟା l
ପୁରୀଜିଲ୍ଲା ଗୋପ ବଜାର ସନ୍ଧ୍ୟାହେଲେ ବଢୁଛି ଟ୍ରାଫିକ ସମସ୍ୟା l ଦୋକାନୀ ମାନେ ନିଜର ବେପାର କରିପାରୁନାହାନ୍ତି, ରାସ୍ତାରେ ଚାଲିକରି ଯିବା ଲୋକଙ୍କୁ କଷ୍ଟ ହେଉଥିବା ବେଳେ ସାଧାରଣ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ କୁ ଘଣ୍ଟାଘଣ୍ଟା ଗହଳି ରେ ଠିଆ ହେବାକୁ ପଡୁଛି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)