April 28, 2026

ସମାଜ ସେବୀ ସଞ୍ଜୟ ଜୈନ ଙ୍କ ବାସଭବନ ରେ ୱାରଲ୍ଡ ଫ୍ରିଡମ୍ ପ୍ରେସ ଡେ ପାଳିତ ..

IMG-20250503-WA0064
Share

କୋରାପୁଟ ଜିଲ୍ଲା ଜୟପୁର ସହର ର ସମାଜ ସେବି ଶ୍ରୀ ସଞ୍ଜୟ ଜୈନ ଙ୍କ ବାସଭଵନ ରେ ୱାର୍ଲଡ ପ୍ରେସ ଡେ ପାଳିତ ହୋଇଯାଇଛି। ସଭାପତି ରବି ନାୟକ

ସଭାପତିତ୍ୱ କରିଥିଲେ। ଓଜେୟୁ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜ ସେବି ସଞ୍ଜୟ ଜୈନ, କୁନି ଅଧିକାରୀ, ଦେବେନ୍ଦ୍ର ବାହିନୀପତି ଏବଂ ୱାଇ. ପ୍ରସାଦ ଙ୍କୁ

ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅନ୍ୟ ମାନଙ୍କ

ମଧ୍ୟରେ ଓଜେୟୁ ସମ୍ପାଦକ ହରିଶ କୁମାର ପଟ୍ଟନାୟକ ଙ୍କ ସମେତ ବୋରିଗୁମ୍ମା ଓ ଜୟପୁର ର କେତେକ ହାତ ଗଣତି ଖବରଦାତା ଉପସ୍ଥିତ ଥିବାର ଜଣାଯାଇଛି। କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed