March 12, 2026

ପୌର ଉପାଧକ୍ଷା ଙ୍କ ସ୍ୱାମୀ ଈଶ୍ୱର ମହାନ୍ତି ଙ୍କ ଦୁର୍ବ୍ୟବହାର ର ଶିକାର ହେଲେ ମହିଳା କର୍ମଚାରୀ

WhatsApp Image 2023-02-03 at 15.50.42
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଜଣେ କାର୍ଯ୍ୟରତ ମହିଳା ଗୁରବାର ଦିନ ଠିକାଦାର ଙ୍କ ବଲତକାର ଶିକାର ହୋଇ ଥିବା ଅଭିଯୋଗ ହୋଇଛି I ସୂଚନା ଅନୁଯାଇ ଗୁରବାର ମହିଳା ଜଣକ କାର୍ଯ୍ୟଳୟରେ ଉପସ୍ଥିତ ରହି କାମ କରୁଥିବା ସମୟରେ ଠିକାଦାର ଜଣକ ତାଙ୍କ ପ୍ରକୋଷ୍ଟ ରେ ପ୍ରବେଶ କରି ଅସଲିଳ ଭାଷାରେ ଗାଳି ଗୁଲଜ କରି ତାଙ୍କ ଦେହ ରେ ହାତ ଦେଇଥିବା ଦୁର୍ବ୍ୟବହାର ଶିକାର ହୋଇଥିବା ଯୁବତୀ ଜଣକ ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ଖରା ଙ୍କୁ ଲିଖିତ ଦେଇ ଥିଲେ. ଶ୍ରୀ ଖରା ସଙ୍ଗେ ସଙ୍ଗେ ପୋଲିସ ଥାନା କୁ ଘଟଣା ବିଷୟ ରେ ଲିଖିତ ଜଣାଇବା ପରେ ଆଜି ପୋଲିସ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରେ ପହଞ୍ଚି. ସିସିଟିଭି ଫୁଟେଜ ନେଇ ତଦନ୍ତ ଆରମ୍ଭ କରିଥିବା ଜଣା ଯାଇଛି. ଏଥି ପୂର୍ବରୁ ସାନିଟେସନ ଷ୍ଟାଫ ରଥ ମଧ୍ୟ ଦୁର୍ବ୍ୟବହାର କରି ଘଟଣା କୁ ବିଭିନ୍ନ ଚାପ ଦେଇ ଖସି ଯାଇ ଥଲେ. ବର୍ତ୍ତମାନ ମଧ୍ୟ ମହାନ୍ତି ର ସହଯୋଗୀ ମାନେ ଏତଲାକାରି ଙ୍କୁ ବୁଝା ମଣା କରିବା ପାଇଁ ଚାପ ଦେଉଥିବା ଜଣା ଯାଇଛି,ଦେଖି ବାକୁ ବାକି ରହିଲା ଘଟଣା କୁ ଚପାଇ ଦିଆଯାଉଛି ନା ଉତଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଵୋଲି ବୁଦ୍ଧି ଜୀଵି ମହଲ ରେ ଚର୍ଚ୍ଚା ଆରମ୍ଭ ହୋଇ ଥିବା ଜଣାଯାଇଛି. ଏ ସମ୍ପର୍କ ରେ ଘଟଣା ର ତଦନ୍ତ କରୁଥିବା ସବଇନସ ପେକଟର ଶ୍ରୀମତୀ ଚନ୍ଦ୍ର ପ୍ରଭା ମହାନ୍ତି ଙ୍କୁ ଯୋଗାଯୋଗ କରିବାରୁ ନିର୍ବାହ ଅଧିକାରୀ ଶ୍ରୀ ଖରା ସାର ଙ୍କ ସମେତ କେତେକ ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ସି ସି କ୍ୟାମେରା ଯାଞ୍ଚ କରା ଯାଇଛି ପ୍ରମାଣ ମଧ୍ୟ ମିଳି ସାରିଛି. ତଦନ୍ତ ଜାରି ରହିଛି. ଵୋଲି ଗଣ ମାଧ୍ୟମ ରେ ସୂଚନା ଦେଇ ଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା I