March 8, 2026

ଇନସପେକ୍ଟରଙ୍କୁ ସମ୍ବର୍ଦ୍ଧନା… 

IMG-20251202-WA0056
Share

 

 

ହାଟଡିହି (ମନମୋହନ ନାୟକ) : ହାଟଡିହି ବ୍ଲକ ନନ୍ଦିପଦା ଥାନାର ସବାଇନ୍ସପେକ୍ଟର ରୁ ଇନସପେକ୍ଟର ପଦବୀକୁ ପଦୋନ୍ନତି ପାଇଥିବା ବଳିଆ ବାରିକ ଙ୍କୁ ଆମ ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ଆମ ପୋଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କୃଷ୍ଣଚନ୍ଦ୍ର ଜେନା, ଧୂଶାସନ ସାହୁ, ମୋହନ କୁମାର ବେହେରା, କିଶୋର ଆଚାର୍ଯ୍ୟ, ବୀରେନ୍ଦ୍ର କୁମାର ବିଶ୍ୱାଳ, ପ୍ରମୋଦ ନାୟକ, ପ୍ରସନ୍ନ ମହାନ୍ତି, ବାଳକୃଷ୍ଣ ନାୟକ ପ୍ରମୁଖ ଇନସପେକ୍ଟର ବଳିଆ ବାରିକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ।