April 20, 2025

ଉମରକୋଟ ଠାରୁ ହାଇଦ୍ରାବାଦ କୁ ଗଡ଼ିଲା ବସ………..

Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ ହାଇଦ୍ରାବାଦ କୁ ଗଡିଲା ଗୁପ୍ତା ନାମକ ଏକ ଘରୋଇ ବସ। ଏହି ବସ କୁ ଉମରକୋଟ ଘରୋଇ ବସ ମାଲିକ ସଂଘ ର ଆଇନ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ।ବସ ଟି ପ୍ରତିଦିନ ୨.୩୦ ରୁ ଉମରକୋଟ ବାହାରି ତା ପର ଦିନ ସକାଳେ ହାଇଦ୍ରାବାଦରେ ପହଞ୍ଚିବ। ଠିକ ସେହିପରି ହାଇଦ୍ରାବାଦ ଠାରୁ ଦିନ ୨.୩୦ ବାହାରି ସକାଳେ ଉମରକୋଟ ଠାରେ ପହଞ୍ଚିବ।