July 6, 2024
Share

*ଖବର ଆଜିର*
*ତାରିଖ ୦୨/୧୧/୨୩, ଗୁରୁବାର*

*୧-ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟରେ ମିଳିବ ମାଗଣା ୱାଇଫାଇ ସେବା।*

*୨-କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ।*

*୩-ପୁରୀରେ ରାଜ୍ୟପାଳ ରଘୁବର ଦାସ, ଦାୟିତ୍ବ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ।*

*୪-ଜ୍ୱର, ଥଣ୍ଡା ପରେ ବି ଛାଡୁନି କାଶ । ବଦଳୁଥିବା ପାଗ ପାଇଁ ବଢୁଛି ରୋଗ।*

*୫-ହୀରାକୁଦ ଇକୋ ରିଟ୍ରିଟ୍ ୨୦୨୩-୨୪; ଆଭାସୀରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।*

*୬-କିଟ୍ ଟିବିଆଇକୁ ବିଶ୍ବ ମାନ୍ୟତା;ଜୈବ -ସର୍ଜନା ପାଇଁ ଇନକ୍ଯୁବେଟର ଅଫ୍ ଦି ଇୟର ପୁରସ୍କାର।*

*୭-ବଢୁଛି କଳାକାର ବିବାଦ । ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ, ବିଭିନ୍ନ ସ୍ଥାନରେ ଚାଲିଛି ପୋଷ୍ଟର ଚିରା।*

*୮-ଖୋର୍ଦ୍ଧା:ଘରେ ପଶି ନାବାଳକକୁ ହତ୍ୟା ଘଟଣା,ଏସିପି କହିଲେ- ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ବିଭିନ୍ନ ଟିମ୍।*

*୯-ସାଲେପୁର ଜେଏମଏଫସି କୋର୍ଟରେ ଓକିଲଙ୍କ ଜରିଆରେ ହାଜର ହେବେ ପ୍ରତାପ ଜେନା, ୧୮ରେ ହେବ ଶୁଣାଣି।*

*୧୦-କେନ୍ଦୁଝର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବୁଲେଟ- ପିକ୍‌ଅପ୍‌ ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଆହତ।*

*୧୧-ଆଠଗଡ଼:ବନ୍ଧାହେଲେ ବାପା, ସାବତ ମା’,ସାମାନ୍ୟ ବିସ୍କୁଟ ପାଇଁ ପିଲାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ।*

*୧୨-IFS ସୁଶାନ୍ତ ନନ୍ଦ ହେଲେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ, ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର।*

*୧୩-ଦୀପାବଳି ଆଗରୁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ : ବେଆଇନ୍ ବାଣ ବିକ୍ରି ରୋକିବା ପାଇଁ କଡ଼ା ପଦକ୍ଷେପ।*

*୧୪-ଆରବିଆଇ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନୋଟ ବଦଳାଉଥିବା ଲୋକଙ୍କୁ କରାଯାଇଛି ପଚରାଉଚରା।*

*୧୫-କେନ୍ଦ୍ରାପଡ଼ା:ଜିଲ୍ଲା DEAR କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସୁରଭି ପ୍ରୋଗ୍ରାମ ଅବସରରେ BRCC ନରହରି ସୁତାରଙ୍କୁ ଜିଲାପାଳ ସମ୍ମାନୀତ କଲେ।*

*୧୬-ବିକ୍ରି ହେଲା ଦୀର୍ଘ ୩୩ ବର୍ଷ ତଳେ ବାଲେଶ୍ୱର ସହର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର ବିର୍ଲା ଟାୟାର୍ସ କମ୍ପାନୀ।*

*୧୭-କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେ ଲାଗିଲା କଟକଣା।*

*୧୮-ଜାମ୍ମୁ-କାଶ୍ମୀରର ନୂଆ ଡିଜିପି ଭାବେ ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁଙ୍କ କାର୍ଯ୍ୟଭାର ଗ୍ରହଣ।*

*୧୯-ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡର ଲଗାତାର ୩ୟ ପରାଜୟ, ସେମିର ଦ୍ଵାର ଦେଶରେ ଦକ୍ଷିଣ ଆଫ୍ରିକା।*

*୨୦-ବିଶ୍ବକପ୍:ଆଜି ୱାଙ୍ଖଡ଼େରେ ଭାରତ-ଶ୍ରୀଲଙ୍କା ଲଢ଼େଇ।*

*୨୧-ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୪୨ ମୃତ, ନିଶ୍ଚିହ୍ନ ହୋଇଗଲା ତିନି ପିଢି।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

You may have missed