ବାଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ବରିଷ୍ଠଙ୍କ ଅଭିଜ୍ଞତା ଓ ଅବଦାନକୁ ସମ୍ମାନ ଜଣାଇଲେ ଅତିଥି
ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବାଣପୁର ବ୍ଲକର ପ୍ରୋତ୍ସାହନରେ ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ସଭାଗୃହରେ ଏକ ଭବ୍ୟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ...
