November 15, 2024
Share

 

୧-ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା,୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୫୬.୬ ମିମି ବର୍ଷା ରେକର୍ଡ।

 

୨-ବିଜେପି ଫୋକସରେ ଉତ୍ତର ଓ ଦକ୍ଷିଣ ଓଡିଶା: ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ।

 

୩-ବିନିକା:ଦୋକାନ ବନ୍ଦ କରୁଥିବା ବେଳେ ଲୁଟ୍, ସୁନା-ରୁପା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ।

 

୪-ବିଜେପିରେ ସାମିଲ ହେଲେ ମମତା ମହାନ୍ତ।

 

୫-ପ୍ରଲୋଭନରେ ବିଜେପିକୁ ଯାଇଛନ୍ତି ମମତା: ବିଜେଡ଼ି।

 

୬-ଝାରସୁଗୁଡ଼ା: ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ଯୁବତୀ ଉଦ୍ଧାର।

 

୭-ସୁଦୃଢ ହେଲା ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥା,ନିୟୋଜିତ ହେଲେ ଓଆଇଏସଏଫ ଯବାନ।

 

୮-ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ମାସକରେ ୩୦୦ ପାର।

 

୯-ହଟିଛି ଆଇନଗତ ପ୍ରତିବନ୍ଧକ, ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା ପାଇଁ ଫିଟୁଛି ବାଟ।

 

୧୦-ରାଜନଗର: ଖୋଲିଲା ଭିତରକନିକା;ସ୍କାଏ ଓ୍ବାକର ମଜା ନେବେ ପର୍ଯ୍ୟଟକ।

 

୧୧-ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନରେ ବିଟେକ ମେକାନିକାଲ ଇଞ୍ଜିନିୟରିଂରେ ଗୁଣାତ୍ମକ ଶିକ୍ଷା ସହ ଶତପ୍ରତିଶତ ନିଯୁକ୍ତି ସୁଯୋଗ: ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ :8599885757,9040255990

 

୧୨-ଗୋଟିଏର ସରିନି, ମାଡ଼ି ଆସିଲାଣି ଆଉ ଏକ ଲଘୁଚାପ; ୪ ଜିଲ୍ଲାକୁ ୱାର୍ଣ୍ଣିଂ ଦେଲେ SRC।

 

୧୩-ଭୁବନେଶ୍ୱର:ମଣ୍ଡା ପିଠା ସ୍ଥାନ ନେଲାଣି ମୋମୋ;ମଇଦାରେ ପ୍ରସ୍ତୁତ ହେଉଥିବାରୁ ସ୍ବାସ୍ଥ୍ୟ ପାଇଁ ବିପଦ।

 

୧୪-ପତ୍ନୀ ହନ୍ତା ପତିଙ୍କୁ ଫାଶୀ ଦଣ୍ଡ,୨୦୨୨ ଜୁନ୍ ଘଟିକିଆ ଗାଁରେ ଘଟିଥିଲା ହତ୍ୟାକାଣ୍ଡ।

 

୧୫-ଧର୍ମଗଡ଼:ଭିଜିଲାନ୍ସ ପଞ୍ଝାରେ ଗୋଲାମୁଣ୍ଡା ବ୍ଲକ୍ ବିଡିଓ, ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌।

 

୧୬-ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ: ମନ୍ତ୍ରୀ କହିଲେ, ପଶ୍ଚିମବଙ୍ଗ ସହ ବନ୍ଦ ହେବ ଆଳୁ ବେପାର।

 

୧୭-ୱାୟନାଡ ଭୂସ୍ଖଳନ:ଲୁହ ଆଉ କୋହରେ ଭାସୁଛି କେରଳ; ୩୦୦ ମୁହାଁ ମୃତ୍ୟୁ ସଂଖ୍ୟା, ୨୦୦ରୁ ଅଧିକ ନିଖୋଜ।

 

୧୮-୫୦ ମିଟର ରାଇଫଲ ଥ୍ରୀ-ପୋଜିସନ ସୁଟିଂରେ ଇତିହାସ ରଚିଲେ ସ୍ୱପ୍ନିଲ କୁସାଲେ,ଭାରତକୁ ୩ୟ ପଦକ ଦେଲେ ସ୍ଵପ୍ନିଲ।

 

୧୯-କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ।

 

୨୦-ୱାୟନାଡ ଭୂସ୍ଖଳନକୁ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବି କଲେ ସାଂସଦ ଶଶି ଥରୁର।

 

୨୧-ନିଟ୍-ୟୁଜି ପେପର ଲିକ୍ ମାମଲା: ଚାର୍ଜସିଟ୍ ଦାଖଲ କଲା CBI

 

୨୨-ଇସ୍ରାଏଲ ଆକ୍ରମଣରେ ହମାସର ସେନାମୁଖ୍ୟ ମହମ୍ମଦ ଦିୟାଫ ନିହତ।

 

*🙏 ସୁପ୍ରଭାତ 🙏*