March 10, 2026

ଆଜି ବି ମନରୁ ଲିଭିନି ସେଦିନର ସେହି କାଳ ରାତ୍ରୀ କରାଳ ରୂପ,

IMG-20250602-WA0007
Share

 

ବାହାନଗା ( ଦେବାଶିଷ ଦାଶ )

ବାହାନଗା ଟ୍ରେନ ଟ୍ରାଜେଡି କୁ ବିତିଲା ଦୁଇ ବର୍ଷ।

ସେହି ନିରୀହ ନିଷ୍ପାପ ଯାତ୍ରୀ ମାନଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ମନେ ଆଜି ସେଦିନର ସେହି କାଳ ରାତ୍ରି ର କଥା। ସମୟ ଥିଲା ସନ୍ଧ୍ୟା ୬:୪୫ ହଟାତ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ। ସବୁ ହୋଇଥିଲା ଅନ୍ଧକାର ମୟ। କ୍ଷଣକ ମଧ୍ୟ ରେ ଲିଭିଯାଇଥିଲା ୨୯୬ ଜଣଙ୍କ ଜୀବନ ଦୀପ।

ସେହିଦିନ ଏପରି ଏକ ଦିନ ଥିଲା ଯେ ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଟି ସାହାସ ପାଇ ପାରୁ ନଥିଲା ,

ପ୍ରତ୍ୟେକ ଟି ସେକେଣ୍ଡ ର ଯାଉଥିଲା ଅମୁଲ୍ୟ ମୁଲ୍ୟ ଜୀବନ,

ଆଜି ସେହି ଜୁନ ୦୨ ତାରିଖ ଆଜିର ଦିବସରେ ଆମ ପରିବାର ତରଫ ରୁ ସମସ୍ତ ଦିବଂଗତ ଆତ୍ମା ଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛୁ ,,,