September 21, 2024

ଗୁମ୍ମା ବ୍ଲକ ସମ୍ମୁଖରେ ଜିଲ୍ଲା ଅମଲା ମାନଙ୍କ ସମୁହ ଛୁଟି ଶାନ୍ତି ପୁରଣ ଧାରଣା ଦ୍ୱିତୀୟ ଦିନରେ

Share

ଗୁମ୍ମା ବ୍ଲକ ସମ୍ମୁଖରେ ଜିଲ୍ଲା ଅମଲା ମାନଙ୍କ ସମୁହ ଛୁଟି ଶାନ୍ତି ପୁରଣ ଧାରଣା ଦ୍ୱିତୀୟ ଦିନରେ

ପାରଳାଖେମୁଣ୍ଡି:୨/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦ୍ୱିତୀୟ ଦିନରେ ଅମଲା ମାନଙ୍କ ସମୁହ ଛୁଟି ଓ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି l ସେମାନଙ୍କ ଦାବି ଗୁଡ଼ିକ ହେଲା ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକଙ୍କ ବେତନ ଶ୍ରେଣୀ ୪ ଠାରୁ ଶ୍ରେଣୀ ୯ କୁ ବୃଦ୍ଧି ଓ ଗ୍ରେଡ ପେ ୧୯୦୦ ରୁ ୪୨୦୦ କୁ ପ୍ରଭୁତି ଦାବିକୁ ନେଇ ନେଇ ଗୁମ୍ମା ବ୍ଲକ , ତହସିଲ କାର୍ଯ୍ୟାଳୟ, ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ,ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର ଉପ କିରାଣୀ ରବି ନାରାୟଣ ମହାନ୍ତି, ବାବୁଲି ସେଠୀ,ମୁରଲୀଧରବେହେରା,ଡୁମାନ ଶବର, ଗଣେଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।