ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମା’ ସାଙ୍କୁଳାଈ ପୀଠ ଠାରୁ ମା ‘ ଙ୍କ ଦର୍ଶନ ଲାଭ କରିବା ସହ ଆଜି ବିଜୁ ଜନତା ଦଳର ବିଧାନସଭା ପାର୍ଥି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବୁଗୁଡ଼ା ବ୍ଲକ୍ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ର ଶୁଭାରମ୍ଭ

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମା’ ସାଙ୍କୁଳାଈ ପୀଠ ଠାରୁ ମା ‘ ଙ୍କ ଦର୍ଶନ ଲାଭ କରିବା ସହ ଆଜି ବିଜୁ ଜନତା ଦଳର ବିଧାନସଭା ପାର୍ଥି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବୁଗୁଡ଼ା ବ୍ଲକ୍ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ ମାଣିବନ୍ଧ, ବକ୍ସିପଲ୍ଲୀ,ମାଣିକ୍ୟପୁର,ଏକଡାଳ, ଖରିଡା,ଝୋଲରୀ,ଅନ୍ତରପଡ଼ା,କନ୍ଧ ଚନ୍ଦନପେଢ଼ି ଗ୍ରାମକୁ ବିଧାୟକ ଯାଇ ବିଜୁ ଜନତା ଦଳ କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି।