October 5, 2024

ସୋନାଲିକା ଟ୍ରାକ୍ଟର ସୋ ରୁମ୍ ପକ୍ଷ ରୁ ଲଟେରୀ ବିଜେତା ଙ୍କୁ ପୁରସ୍କାର ପ୍ରଦାନ*–୩୦-୧୧ ସୋନପୁର – ସୋନପୁର ବଡ ଝିଙ୍କି

Share

*ସୋନାଲିକା ଟ୍ରାକ୍ଟର ସୋ ରୁମ୍ ପକ୍ଷ ରୁ ଲଟେରୀ ବିଜେତା ଙ୍କୁ ପୁରସ୍କାର ପ୍ରଦାନ*–୩୦-୧୧ ସୋନପୁର – ସୋନପୁର ବଡ ଝିଙ୍କି ଠାରେ ଥିବା ସୋନାଲିକା ଟ୍ରାକ୍ଟର ସୋ ରୁମ୍ ପକ୍ଷ ରୁ ଗ୍ରାହକ ମାନଂକ ମଧ୍ୟରେ ଲଟେରୀ ଉଠାଣ କରଯାଇଥିଲା l ୭ ଜଣ ଗ୍ରାହକ ଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ର ପ୍ରଥମ ବିଜେତା ମକରଧ୍ବଜ ବାଘ୍ ଙ୍କୁ ୫ ଗ୍ରାମ ସୁନା ବିସ୍କେଟ, ଦ୍ଵିତୀୟ ବିଜେତା ଅଚ୍ୟୁତା ନନ୍ଦ ମିଶ୍ର ଙ୍କୁ ୫୦ଗ୍ରାମ ରୂପା ବିସ୍କେଟ୍, ତୃତୀୟ ବିଜେତା ଲୋକ ନାଥ ସେଠୀ ଙ୍କୁ ୨୫ ଗ୍ରାମ ରୂପା ବିଶ୍ମେଟ ପୁରସ୍କାର ପ୍ରଦାନ କରଯାଇଥିଲା l ଦ୍ଵିତୀୟ ପର୍ଯ୍ୟାୟ ର ଲଟେରୀ ର ପ୍ରଥମ ବିଜେତା ସାମ୍ୱାଦିକ ପିତାମ୍ବର ମହାପାତ୍ର ଙ୍କୁ ୫ ଗ୍ରାମ ସୁନା ବିସ୍କେଟ, ଦ୍ଵିତୀୟ ବିଜେତା ହରି ଚରଣ ସାହୁ ଙ୍କୁ ୫୦ ଗ୍ରାମ ରୂପା ବିଷ୍କେଟ, ଓ ତୃତୀୟ ବିଜେତା ପିଙ୍କୁ ମେଣ୍ଡଲି ଙ୍କୁ ୨୫ ଗ୍ରାମ ରୂପା ବିସ୍କେଟ୍ ସୋନାଲିକା ସୋ ରୁମ୍ ଏମଡି ପ୍ରଶାନ୍ତ ବାବୁ ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଛି l ଏ ତଦ୍ ବ୍ୟତୀତ କିଛି ଗ୍ରାହକ ଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ୍ କରଯାଇଥିଲା l