July 6, 2024

ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଆରମ୍ଭ

Share

ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଆରମ୍ଭ
ବୁଗୁଡ଼ା : ତା ୦୧/୧୧/୨୩ : ନିକଟସ୍ଥ ସୁବୁଦ୍ଧିପଲ୍ଲୀ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗହଙ୍କୁ ମଠାଧୀଶ ରାଘବାନନ୍ଦ ଦାସ ପୂଜକ ଭାବେ ଏବଂ ପ୍ରବଚକ ଭାବେ ପଣ୍ଡିତ କପିଳ ଚନ୍ଦ୍ର ନାୟକ ଯୋଗ ଦେଇଛନ୍ତି । ଗତ ମଙ୍ଗଳବାର ଦିନ କଳସ ଯାତ୍ରା ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆୟୋଜିତ ପ୍ରବଚନ କାର୍ଯ୍ଯକ୍ରମରେ ବହୁ ସଙ୍ଖ୍ୟକ ଭକ୍ତଙ୍କ ସମାବେଶ ହୋଇଥିଲା ।

You may have missed