ସ୍ଵନାମଧନ୍ୟ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ : ଶ୍ରଦ୍ଧାଞ୍ଜଳି ସଭାରେ ବଦ୍ଧିଜୀବୀମାନଙ୍କ ପକ୍ଷରୁ ପ୍ରସ୍ତାବ
ବ୍ରହ୍ମପୁର, 1/6 : ଦିବଂଗତ ସ୍ଵନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ପ୍ରଫେସର ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଅନ୍ତର୍ଜାତୀୟ ସ୍ତରରେ ରୋଗୀସେବା ନିମନ୍ତେ...
