March 1, 2025
Share

 

୧-ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ଟଙ୍କା।

୨-ନୂଆ ଦିଲ୍ଲୀ:ପାଚିକା ଓ ସହାୟିକାଙ୍କ ପାରିତୋଷିକ ୩ ହଜାରକୁ ବୃଦ୍ଧି।

୩-IPS ସ୍ତରରେ ବଡ଼ ଅଦଳବଦଳ,ନିତି ଶେଖର ହେଲେ ଦକ୍ଷିଣାଞ୍ଚଳ DIG।

୪-OAS ସ୍ତରରେ ବି ବଦଳି, ଶ୍ବେତ କୁମାର ଦାଶ ହେଲେ CDA ସଚିବ।

୫-ଭୁବନେଶ୍ୱର:ମାର୍ଚ୍ଚ ମାସରେ ହେବ OSSCର‌ ୫ଟି ନିଯୁକ୍ତି ପରୀକ୍ଷା।

୬-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବଦଳି ପ୍ରହସନ, ମନ୍ତ୍ରୀ ଏବଂ ସଚିବଙ୍କ ନିର୍ଦ୍ଦେଶ ମାନୁ ନାହାଁନ୍ତି ଅଧିକାରୀ।

୭-୩୦ ବର୍ଷର ରେକର୍ଡ ଭାଙ୍ଗିଲା ଶେୟାର ବଜାର, କ୍ଷତି ହେଲାଣି ୯୨ ଲକ୍ଷ କୋଟି।

୮-ମାର୍ଚ୍ଚ ୧ରୁ ଖୋଲିବ ରାସନ କାର୍ଡ ଆବେଦନ ପୋର୍ଟାଲ: ଯୋଗାଣମନ୍ତ୍ରୀ

୯-ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ ବାବୁସାନ।

୧୦-ଭୁବନେଶ୍ୱର:ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼ କଲେ ରାଜ୍ୟ ସରକାର।

୧୧-ଗୁଣପୁର:ବୀରୁବାଇ ଗାଁରେ କେନ୍ଦ୍ରୀୟ ଫୋର୍ସ ସହ ଗୁଳିକାଣ୍ଡ ଘଟଣାରେ ସବ୍ୟସାଚୀ ପଣ୍ଡା ନିର୍ଦୋଷ।

୧୨-ବିଂଝାରପୁର ବିଧାନସଭା ନିର୍ବାଚନୀ ମାମଲା, ହାଇକୋର୍ଟରେ ପ୍ରମିକା ମଲ୍ଲିକ ବଡ଼ ବିଜୟ ।ପ୍ରତିପକ୍ଷ ବବିତା ମଲ୍ଲିକଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ।

୧୩-ଫୁଲବାଣୀ:କାନ୍ଦ୍ରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର କହଁର।ସରକାରୀ ଅର୍ଥ ହଡପ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ।

୧୪-ବରଗଡ଼:ମେଲଛାମୁଣ୍ଡା ଥାନା ସାନଜୋରଠାରେ ମର୍ମନ୍ତୁଦ ଦୁର୍ଘଟଣା, ମା’ପୁଅ ସହ ଡ୍ରାଇଭର ମୃତ।

୧୫-ତାଞ୍ଜାନିଆର କିଲିମାଂଜୋରୋ ଶୃଙ୍ଗ ଆରୋହଣ କରି ରେକର୍ଡ଼ କଲେ ଓଡ଼ିଆ ଦମ୍ପତି ସୗଭାଗ୍ୟ ଓ ସାଗରିକା।

୧୬-‘୨୦୪୭ ସୁଦ୍ଧା ଉଚ୍ଚ ଆୟକାରୀ ଦେଶ ହେବା ପାଇଁ ଭାରତକୁ ଦରକାର ୭.୮%ର ହାରରେ ଅଭିବୃଦ୍ଧି’।

୧୭-ଆଗ୍ରା:ବାପା, ମମ୍ମି Sorry… ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର, ମାନବ ଶର୍ମା।

୧୮-ଛାତ୍ରଛାତ୍ରୀଙ୍କ ଉପରେ ମହଙ୍ଗା ଡଲାର ଛାଟ, ବିଦେଶରେ ପାଠପଢ଼ା ସ୍ୱପ୍ନ ପାଲଟିଲାଣି।

୧୯-ଉତ୍ତରାଖଣ୍ଡ:ବଦ୍ରିନାଥରେ ହିମସ୍ଖଳନ, ୩୩ ଶ୍ରମିକ ଉଦ୍ଧାର, ଫସି ରହିଛନ୍ତି ଆଉ ୨୪।

୨୦-ଲାହୋର: ଚମ୍ପିୟାନ ଟ୍ରଫି ସେମିରେ ଅଷ୍ଟ୍ରେଲିଆ;ଝୁଲିଲା ଆଫଗାନିସ୍ତାନ ଭାଗ୍ୟ।

୨୧-ଜର୍ମାନୀରେ ଦକ୍ଷିଣପନ୍ଥୀ ସରକାର, ଫ୍ରେଡରିକ ମର୍ଜ ହେବେ ନୂଆ ଚାନସେଲର।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

You may have missed