ଖବର ଉପାନ୍ତ ଓଡିଶା ସମାଚାର ପୁରୀରେ ରଙ୍ଗର ପର୍ବ ହୋଲିରେ ବିଦେଶୀ ପର୍ଯ୍ୟଟକ ଏବଂ ରାଜ୍ୟସଭା ସାଂସଦଙ୍କ ରଙ୍ଗଖେଳ upanta odisha March 5, 2026 Share ରଙ୍ଗର ପର୍ବ ହୋଲିରେ ପୁରୀରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କ ସହିତ ବିଦେଶୀ ପର୍ଯ୍ୟଟକ ଅବିର ଲଗାଇ ମିଠା ଖୁଆଇ ଖେଳିଲେ ରଙ୍ଗଖେଳ ପାଳିଲେ ହୋଲି l ବିଜୁ ଜନତା ଦଳର ଶତାଧିକ ଯୁବକ ସୁଭାଶିଷ ଖୁଣ୍ଟିଆଙ୍କୁ ଅବିର ବୋଲି ପାଳିଲେ ରଙ୍ଗ ଉତ୍ସବ l ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l Post Navigation Previous ଡକାୟତି ସହ ଆକ୍ରମଣ ଅଭିଯୋଗ, ଜଣେ ଗିରଫ, ବାଇକ୍ ଓ ମୋବାଇଲ ଜବତ Next ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା More Stories ଖବର ଉପାନ୍ତ ଓଡିଶା ସମାଚାର ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା.. upanta odisha September 11, 2026 ଖବର ଉପାନ୍ତ ଓଡିଶା ସମାଚାର କୣଷକ ସଂଗଠନ ଏଆଇକେଏମଏସର ତୣତୀୟ ଜିଲ୍ଲା ସମ୍ମିଳନୀ ସୋରଡ଼ାରେ ଅନୁଷ୍ଠିତ upanta odisha September 11, 2026 ଖବର ଉପାନ୍ତ ଓଡିଶା ସମାଚାର ଗଜପତି:- ସଲ୍ଟ ଫାଉଣ୍ଡେସନ ପକ୍ଷରୁ ମାଇଣ୍ଡ ସେଟ୍ ୟୁଥ୍ କେମ୍ପ ଅନ୍ତର୍ଗତରେ ଯୁବପିଢ଼ିଙ୍କ ପାଇଁ ମାନସିକତା, ସଂସ୍କୃତି ଓ ଯୁବଶକ୍ତି ଉପରେ ବିଭିନ୍ନ କାର୍ଯ୍ୟକ୍ରମ upanta odisha September 11, 2026