ମାଲବାହୀ ଟ୍ରେନ ଲାଇନଚ୍ୟୁତ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ଦକ୍ଷିଣ ପୂର୍ବ ରେଳପଥର ରୁପସା ରେଳ ଷ୍ଟେସନର ଚତୁର୍ଥ ଲାଇନରେ ହୋଇଛି ଲାଇନଚ୍ୟୁତ ମାଲବା
ହୀ ଟ୍ରେନ , ଷ୍ଟେସନରେ ମାଲ ଅନଲୋଡ କରି ଯାଉଥିବା ବେଳେ ଘଟିଛି ଅଘଟଣ, ଖବର ପାଇ ଘଟଣା ସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ମରାମତି କରୁଛନ୍ତି , ତେବେ କେଉଁ କାରଣରୁ ଲାଇନଚ୍ୟୁତ ହୋଇଛି କାରଣ ଅସ୍ପଷ୍ଟ ରହିଥିବା ବେଳେ ସେହି ଲାଇନ ରେ ଟ୍ରେନ ଚଳାଚଳ ବନ୍ଦ ରଖା ଯାଇଛି
