June 16, 2026

ସଞ୍ଜୟଙ୍କ ଧାରଣା ବିରୋଧରେ ବିଜେପିର ପ୍ରତିବାଦ ସଭା

IMG-20251219-WA0012
Share

 

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ହରିଦାସ କେନାଲ ଖୋଳା କୁ ନେଇ ସଞ୍ଜୟ ଦାସବର୍ମା ଥାନା ଆଗରେ ବସିଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଡଭୋକେଟ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱ ରେ ବିରାଟ ପ୍ରତିବାଦ ସଭା ପଳାତକ ସଞ୍ଜୟ ର ବ୍ରହ୍ମଗିରି ରେ ସ୍ଥାନନାହିଁ ମନ୍ତବ୍ୟ ସାଧାରଣ ରେ ଚର୍ଚ୍ଚା ହେଉଛି l ଯେଉଁ କେନାଲ ଖୋଳାକୁ ସଞ୍ଜୟ ବିରୋଧ କରୁଛନ୍ତି ସେହି କେନାଲ ଖୋଳାକୁ ବିଜେପି ସ୍ୱୀକୃତି ଦେବାସହିତ ସଞ୍ଜୟ ଉପାସନା କୁ ଡରି ସତ୍ୟବାଦୀ ଚାଲିଗଲେ ବର୍ତ୍ତମାନ ତାଙ୍କର ବ୍ରହ୍ମଗିରି ରେ ସ୍ଥାନନାହିଁ ହରିଦାସ କୁସୁବେଣ୍ଟି ମଧ୍ୟରେ ଏଭଳି ବିବାଦ ସୃଷ୍ଟି କରିଲେ ଆମେ ସଞ୍ଜୟଙ୍କୁ ତଡିପାର କରିବୁ ବୋଲି କହିଥିଲେ ଆଡଭୋକେଟ ପୂର୍ଣ୍ଣ ନାୟକ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ