March 12, 2026

ରାୟଗଡା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦଶହରା ଭେଟି …

IMG-20250919-WA0009
Share

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ଙ୍କୁ ସକାଳ 4 ଟା ବେଳେ ମାଡ଼ିବସିଲା ଜୟପୁର ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ମାନେ। ତାହା ସହିତ ତାଙ୍କ ପୈତୃକ ଘର ସହ ନ’ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ଚାଲିଛି ଯଥା ବାଲିଗୁଡା ଦଶପଲ୍ଲା ଦାରିଙ୍ଗବାଡି କାଶୀପୁର ଓ ସାହୁଙ୍କ ଶାଶୂଘରେ ମଧ୍ୟ ଚାଲିଛି ଚଢ଼ାଉ।ପ୍ରକାଶ ଥାଉ କି ସାହୁ ଙ୍କ ବିରଧରେ ପୂର୍ବରୁ ବହୁ ଅଭିଯୋଗ ଆସୁଥିଲେ ମଧ୍ୟ୍ୟ ଦୃନୀତି ନିବାରଣ ବିଭାଗ ମଧ୍ୟ ସାହୁଙ୍କୁ ଘଣ୍ଟ ଘୋଡାଇବାରେ ସହଯୋଗ କରୁଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଥିବା ର ଶୁଣିବାକୁ ମିଳୁଥିଲା । ବିଶେଷ କରି ସାହୁ ବାବୁ ଲେବର ମାନଙ୍କ ଟଙ୍କା କୁ ଭିନ୍ନ ଭିନ୍ନ ଶୈଳୀ ରେ ଆତ୍ମ ସାତ କରିଥିବା ସହ ନିଜ କର୍ମଚାରୀଙ୍କ ଉପରେ ବହୁତ ପ୍ରକାର ଅତ୍ୟାଚାର କରିବା ସହ ବିଭିନ୍ନ ସମୟରେ ଦରମା ବନ୍ଦ କରିବା ସଙ୍ଗେ ଚାକିରୀ ଚାଲି ଯିବାର ଭୟ ଦେଖାଇ ସେମାନଂକୁ ଭୟ ଭିତ କରାଉ ଥିବା କିଛି କର୍ମଚାରୀ ଅଭିଯୋଗ କରିବା ବେଳେ ନିଜ ନାମକୁ ଗୋପନ ରଖିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ। ତେବେ ଦେଖିବାକୁ ବାକି ରହିଲା ନୂତନ ସରକାର ସାହୁଙ୍କୁ ଘଣ୍ଟ ଘଡାଉଛି ନା ଆଉ କିଛି ଅନୁକମ୍ପା ଦେଖାଉଛି।

ରାୟଗଡା ରୁ ରବି ରାଜ ବୈଦ୍ୟ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed