୨୦୦୬ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20250623-WA0070
Share

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ଲୋକନାଥ ଦେବ ବିଦ୍ୟାପୀଠ କୁମାରବସ୍ତ ୨୦୦୬ ମାଟ୍ରିକ ବ୍ୟାଚ ଛାତ୍ର,ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଁ ବରୁଣେଇ ଙ୍କ ପୀଠ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି।ଆଶିଷ ରଞ୍ଜନ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୨୦୦୬ ମସିହା ମାଟ୍ରିକ ବ୍ୟାଚ ର ସମସ୍ତ ଛାତ୍ର, ଛାତ୍ରୀ ମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତି କୁ ମନେ ପକାଇ ଭାବ ବିହ୍ଵଳ ହୋଇ ପଡ଼ିଥିଲେ।ଛାତ୍ର ଛାତ୍ରୀ ମାନେ ଏମ.ଇ.ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ବାଣୀ ବୋଷ,ଭିକାରି ଚରଣ ବେହେରା, ବିଶ୍ୱ ରଞ୍ଜନ ମିଶ୍ର,ଭାଗିରଥି ଜେନା, ମମତା ପ୍ରହରାଜ,କ୍ଷୀରାବ୍ଧି ସିହ୍ନl, ଅନୁସୟା ସାହୁ,ଲକ୍ଷ୍ମୀ ପ୍ରିୟା ଜେନା, ମଞ୍ଜୁବାଳା ଦାସ,କୃପାସିନ୍ଧୁ ପରିଡା, ଝୁନାରାଣୀ ବେହେରା,ଆଶାମଣି ଦେଇ,ସୁଲଚନା ଦେଈ ପ୍ରମୁଖ ଙ୍କୁ ଗୁରୁ ପୂଜା କରି ସମ୍ବର୍ଦ୍ଧିତ କରିଥିଲେ ଛାତ୍ର ଛାତ୍ରୀ ମାନେ।

You may have missed