June 19, 2026

ଆଜି ଶ୍ରୀ ଅମର ସାହୁ ଙ୍କ ତତ୍ତ୍ଵାବଧାନରେ ଗୁଡ଼ାରୀ ମଣ୍ଡଳ ଠାରେ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ଉପଲକ୍ଷେ ମଣ୍ଡଳ ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

IMG-20250611-WA0079
Share

            ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଶ୍ରୀ ଅମର ସାହୁ ଙ୍କ ତତ୍ତ୍ଵାବଧାନରେ ଗୁଡ଼ାରୀ ମଣ୍ଡଳ ଠାରେ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ଉପଲକ୍ଷେ ମଣ୍ଡଳ ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକାସ ମୂଳକ ଯୋଜନା ବିକଶିତ ଭାରତ ଓ ବିକଶିତ ଓଡ଼ିଶା ର ସ୍ବପ୍ନ କୁ ସାକାର କରିବାର ଲକ୍ଷ୍ୟ ପୁରଣ କରୁଛନ୍ତି ଓଡ଼ିଶା ର ଲୋକ ପ୍ରିୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସଂକଳ୍ପ ଯାହା ଇସ୍ତାହାର ରେ କହିଥିଲେ ତାହା ଆଜି ଓଡିଶାରେ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରିବାରେ ସମର୍ଥ ହୋଇପାରିଛି। ସେ ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାୟାସ କରିବା ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଙ୍କ ମୂଳଲକ୍ଷ୍ୟ ଥିଲା ପରେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭାଜପା ର ବରିଷ୍ଠ ନେତା ଶ୍ରୀ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ଯୁବ ନେତା ରଞ୍ଜନ ରଥ ,ମନୋଜ ପାଣିଗ୍ରାହୀ , ତାଉଡୁ ପଣ୍ଡା , ଟୁକୁନା ମିଶ୍ର , ମଝି ପାଠୀ , ଏସ ଶ୍ରୀନିବାସ , ନରେନ୍ଦ୍ର ନିମାଲୁପୁରି ବହୁ ଭାଜପା କାର୍ଯ୍ୟକର୍ତ୍ତା ଏହି କର୍ମଶାଳାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

You may have missed