April 26, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଠାରେ ମାଁ ପେଣ୍ଡ୍ରାଣୀ ଙ୍କ ବ୍ୟୋଷାକ ଯାତ୍ରା ଉଦଯାପିତ…….

IMG-20250521-WA0083
Share

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ଗ୍ରାମ ପଞ୍ଚାୟତ ସଦରରେ ଦୁଇ ଦିନ ଧରି ମାଁ ପେଣ୍ଡ୍ରାଣୀ ଙ୍କ ବ୍ୟୋଷାକ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି। ପ୍ରଥମ ସୋମବାର ଦିନରେ ଗାଦିକଟଗଞ୍ଚଜଙ୍ଗଳ ମଧ୍ୟରେ ମାଁ ପେଣ୍ଡ୍ରାଣୀ ଙ୍କ ପୂଜାଅର୍ଚନା କରାଯାଇ ଥିଲା ତାପରେ ଏକ ବିରାଟ ଶୋଭାଯାତ୍ରା ରେ ବେହେଡା ସଦର ମହୁକୁମା ଆଖ ପାଖ ଅଞ୍ଚଳର ଭିବିନ୍ନ ଦେବଦେବୀ ଙ୍କ ପ୍ରତିକ ଭାବେ ଲାଠି ପାଲିଙ୍କି ବିମାନ ଆଦି ସାମିଲ ହୋଇଥିଲେ ଏବଂ ତାପରେ ମାଁ ପେଣ୍ଡ୍ରାଣୀ ଙ୍କ ମନ୍ଦିର ଭିତରକୁ ନିଆଯାଇଥିଲା ଓ ମଙ୍ଗଳବାର ଦିନ ମନ୍ଦିର ପୂଜକ ଲଛ ପୂଜାରୀ ପାରମ୍ପରିକ ରୀତି ନୀତି ଅନୁଯାଇ ପୂଜାଅର୍ଚନା କରିବା ପରେ ମାଁ ଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା ମାଁ ଙ୍କୁ ଦେଖିବା ପାଇଁ ଭହୁତ ଧୂର ଦୁରାନ୍ତର ଭକ୍ତ ମାନଙ୍କ ର ସମାଗମ ଦେଖିବାକୁ ମିଳିଥିଲା ଏବଂ ମନ୍ଦିର ପରୀକର୍ମା କରି ମାଁ ପୂଜା ପାଇଥିଲେ ସେହିପରି ଯାତ୍ରା କମିଟି ତରଫରୁ ଲୋକ ମାନଙ୍କ ମନୋରଂଜନ କାଯ୍ୟକ୍ରମ ଆୟୋଜନ କରାଯାଇଥିଲା ତା ପରଦିନ ପୂଜା ପାଠ ସାରି ଘରେ ଘରେ ଲାଟି ପାଲିଙ୍କି ବିମାନ ଏସବୁ ଦେବଦେବୀ କୁ ନେଇଥିଲେ