April 27, 2026

ସରିଲା ଲଗ୍ନ ଧାରା ଆସନ୍ତା ୩୧ରେ ବାହାଘର।

IMG-20250521-WA0011
Share

 

ବାହାନଗା ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରିଦା ଗ୍ରାମରେ ଆବିଧି ମୁତାବକ ଶିବ ପାର୍ବତୀ କ ଲଗ୍ନ ଧରା ଉତ୍ସବ ପାଳନ କରାଯାଇଛି, ଶୀତଳଷଷ୍ଠୀ ଉପଲକ୍ଷେ ପାଳିତ ହେଉଥିବା ଏହି ଉତ୍ସବ ଏହି ଗ୍ରାମର ବିଶାଳ ପୋଖରୀ ଆଡିରେ ଅନୁଷ୍ଠିତ ହୋଇଯାଇଛି Iଶିବ ପାର୍ବତୀ ବିବାହ ଉତ୍ସବ ଆସନ୍ତା 31ତାରିଖରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି, କନ୍ୟା ପିତା ଏବଂ ବର୍ ପିତାକୁ ନେଇ ପ୍ରାଥମିକ ଭାବେ ଶକ୍ତି ପୀଠରେ ପୂଜା ବିଧି ସରିବା ପରେ ମହାପ୍ରସାଦ ଦେଇ ନିର୍ବନ୍ଧ ସ୍ଥିର ହୋଇଥିଲା I