April 29, 2026

ଭତ୍ତା ବଣ୍ଟନ ବେଳେ ଭତ୍ତାଧାରୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟଣ ..

IMG-20250520-WA0049
Share

 

 

 

ବୌଦ୍ଧ – ଭତ୍ତା ବଣ୍ଟଣ ବେଳେ ଭତ୍ତାଧାରୀ ଙ୍କୁ ଖାଦ୍ୟ ଓ ପାଣି ବୋତଲ ବାଣ୍ଟିଲେ ସରପଞ୍ଚ ଓ ସମାଜସେବି l ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଳାସପୁର ପଂଚାୟତ ରେ ଭତ୍ତା ବଣ୍ଟଣ ବେଳେ ବର୍ତମାନ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସମସ୍ତ ଭତ୍ତାଧାରୀ ଙ୍କୁ ନିଜସ୍ୱ ଖର୍ଚ୍ଚ ରେ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ଯୋଗାଇ ମହାନତା ଦେଖାଇଲେ ସରପଞ୍ଚ ଓ ସମାଜସେବୀ ରବିନ୍ଦ୍ର ସାହୁ l ଭତ୍ତାଧାରୀ ମଧ୍ୟ୍ୟ ଦୀର୍ଘ ସମୟ ଧରୀ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡୁଥିବା ବେଳେ ଶୁଖିଲାଖାଦ୍ୟ ଓ ପାଣି ବୋତଲ ପାଇ ଆଶ୍ବସ୍ତି ଅନୁଭବ କରିଛନ୍ତି l ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ସରପଞ୍ଚ କହିଥିବା ବେଳେ ଭତ୍ତାଧାରୀ ଏହି କାମ ପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରୟାସ ସବୁ ପଂଚାୟତ ରେ କରାଗଲେ ଭତ୍ତାପାଇଁ ଆସୁଥିବା ବୃଦ୍ଧବୃଦ୍ଧା ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଭତ୍ତାପାଇଁ ଆସିଥିବା ଭତ୍ତାଧାରୀ l

You may have missed