May 20, 2025

ଉମରକୋଟ ନିକଟସ୍ଥ ଗୋତିଗୁଡା ରେ ଵିଦ୍ୟୁତ ତାର ଛିଣ୍ଡି ୨ଟି ଗାଇ ମୃତ୍ୟୁ………

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ନିକଟସ୍ଥ ଗୋତିଗୁଡା ଠାରେ ୨ ଗୋଟିଏ ଗାଈ ବିଦ୍ୟୁତ ସ୍ଵର୍ଷ ଆସି ପ୍ରାଣ ହରାଇଥିଲେ । ଗତ କାଲି ସନ୍ଧ୍ୟା ୪ଘ: ସମୟରେ ଉମରକୋଟ ଠାରେ କାଳ ବୈଶାଖୀ ବର୍ଷା ଯୋଗୁଁ କୁଆପଥର ଓ ଗଛପତ୍ର ପଡି ସ୍ଥାନେ ସ୍ଥାନେ ବିଦ୍ୟୁତ ତା’ର ମଧ୍ୟ ଛିଣ୍ଡି ଥିଲା ସେ ଅନୁଯାଇ ଉମରକୋଟ ପୈାର ପରିଷଦ ଓଡନଂ -୨ ଗୋତିଗୁଡା ଠାରେ ଆଜି ସକାଳେ ୮ଘ: ସମୟରେ ସ୍ଥାନୀୟ ଆସାରାମ ମଙ୍ଗରାଜ ପିତା-ପିତୁମଙ୍ଗରାଜ ଗୋଟିଏ ଛୋଟ ଗୋରିଵ ଚାଷୀଙ୍କ ର ୨ଗୋଟି ଗାବିନି ଗାଈ ଜାର ମୂଲ୍ୟ ପ୍ରାୟ ₹୧ଲକ୍ଷ ପଚାଶ ହୋଜାର ରୁ ୨ଲକ୍ଷଟଙ୍କା ଭିତରେ ହୋଇ ପାରେ ତାହା ବିଦ୍ୟୁତ୍ ସ୍ୱର୍ଷ ରେ ଆସି ପ୍ରାଣ ହରାଇ ଥିଲେ, ଗ୍ରାମ ର ବଳିରାମ ମଙ୍ଗରାଜ ଉମରକୋଟ ଥାନା ରେ ଲିଖିତ ଆକାରରେ ଦେଇଥିଲେ ଉମରକୋଟ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶନାରେ ଓ ସ୍ଥାନୀୟ ପଶୁ ଚିକିତ୍ସାକ ତତ୍ତ୍ଵାବଧାନରେ ଗ୍ରାମ ରେ ମୃତ୍ୟୁ ଗାଈ ଦୁଇଟିକୁ ପୁତା ଯାଇଥିଲା ଉପରଲିଖିତ ଗୋରିବ ଚାଷୀଙ୍କୁ ଜିଲ୍ଲା ପ୍ରଶାସନଙ୍କୁ ଓ ରାଜ୍ୟ ସରକାରଙ୍କୁ ସ୍ଥାନୀୟ ଜନସାଧାରଣ ଙ୍କର ଦାବି କି? ଗାଇ ଦୁଇଟିର କ୍ଷତି ପୂରଣ ଯୋଗାଇ ଦେଇ ଛୋଟ ଚାଷୀ ପରିବାର ଙ୍କୁ ସାହାଯ୍ୟ ସହଯୋଗ କରିବେ ବୋଲି ଜନସାଧାରଣଙ୍କର ଦାବି ।