Share

 

 

ଆଉ ଦୁଇଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

 

ଆଜି ନିଟ୍ ପରୀକ୍ଷା ଅପରାହ୍ନ ୨ଟାରୁ ସଂଧ୍ୟା ୫ଟା ଯାଏଁ ଚାଲିବ। ରାଜ୍ୟରେ ପରୀକ୍ଷା ଦେବେ ୭୦ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ।

 

ରାଜଧାନୀରେ ରାତିରେ କାଳବୈଶାଖୀର ପ୍ରକୋପ, ୭୪ କିମି ବେଗରେ ପବନ ବହିଲା।

 

ବେଙ୍ଗଲ ଦୀଘାକୁ ଜଗନ୍ନାଥ ଧାମ ଘୋଷଣା ଭୁଲ। ଦୋଷୀଙ୍କୁ ଦଣ୍ଡ ପାଇଁ କହିଲେ ପୁରୀ ଛତିଶା ନିଯୋଗ

 

ପୁରୀ ମନ୍ଦିର ସହ ଧୋକା। ଦଇତାପତି ରାମକୃଷ୍ଣ ମହାପାତ୍ର ପୁରୀ ମନ୍ଦିର ଦାରୁ କାଠରେ ମୂର୍ତ୍ତି କରି ପଶ୍ଚିମବଙ୍ଗକୁ ଦେଇଛନ୍ତି

 

ଯାଜପୁର ଜିଲ୍ଲା ବଡ଼ଚଣାରେ ୧୫ଟି ଆରଆଇ କାର୍ଯ୍ୟାଳୟର ଶିଳାନ୍ୟାସ କଲେ ରାଜସ୍ୱ ମନ୍ତ୍ରୀ।

 

ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ବିଜେପିର ମନମୋହନ ସାମଲ, ରାଜା ଚକ୍ରର ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା କଲେ।

 

କେନ୍ଦୁପତ୍ର ସଂସ୍ଥାର ଘରୋଇକରଣ ବିରୋଧରେ ସରକାରଙ୍କୁ ୨୫ ହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କଲା ସଂଘ

 

କଟକ କଟକ ଖାନନଗର ବ୍ରିଜ ନିର୍ମାଣ ବେଳେ କଂକ୍ରିଟ ଖସିଲା, ୩ ଶ୍ରମିକ ମୃତ, ୨ ଗୁରୁତର। ତଦାରଖରେ ଅବହେଳା କଲେ ସରକାରୀ ଇଞ୍ଜିନିୟର

 

ନିଟ ପରୀକ୍ଷା ପୂର୍ବରୁ ୪ ଦଲାଲ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକୁଥିଲେ।

 

ଗଂଜାମ ହିଞ୍ଜିଳିକାଟୁରେ ଜଳିଗଲା ବ୍ୟାଟେରୀ ସ୍କୁଟି, ଗାଡ଼ି ଚାଳକ ସୁରକ୍ଷିତ।

 

କଟକ ଗୋପାଳପୁରରେ ଯୁବକଙ୍କୁ ପିଟିପିଟି ହତ୍ୟା, ପୋଲିସ କରୁଛି ତଦନ୍ତ

 

କଛପ ନ୍ୟାୟପାଳିକା। ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷ୍ୟ ଗ୍ରହଣ ସରିଲା। ପରଦିନ ଠାରୁ ହେବ ଯୁକ୍ତିତର୍କ।

 

ନବରଙ୍ଗପୁର ରାଇଘର ସୀମାନ୍ତ ଗରିଆବନ୍ଦ ଜଙ୍ଗଲରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ।

 

ଭୁବନେଶ୍ୱର ରାଜଭବନ କେବଳ ସୌର ଶକ୍ତିରେ ଚାଲିବ, ପ୍ରତିଷ୍ଠା ହେବ ୫୫୦ କିଲୋୱାଟ୍‌ ସୌର ପ୍ଲାଣ୍ଟ

 

ଛତିଶଗଡରେ ମୋଷ୍ଟ ୱାଣ୍ଟେଡ୍ ଯୋଗେଶର ହତ୍ୟା। ୮ଲକ୍ଷ ଟଙ୍କାର ପୁରସ୍କାର ମୁଣ୍ଡ ପାଇଁ ଥିଲା

 

ସିଆରପିଏଫ ଯବାନ ପାକିସ୍ତାନୀ ଯୁବତୀଙ୍କୁ ବାହା ହୋଇ ଲୁଚାଇ ରଖିଥିଲେ, ଚାକିରୀରୁ ବିଦା ହେଲେ

 

କ୍ରିକେଟ ଆଇପିଏଲରେ ଚେନ୍ନାଇକୁ ହରାଇ ପ୍ଲେ ଅଫ୍ ରେ ବେଙ୍ଗାଳୁରୁ। ଆଜି କୋଲକାତା- ରାଜସ୍ଥାନ ଓ ପଞ୍ଜାବ- ଲକ୍ଷ୍ନୌ ମୁକାବିଲା।

 

ଚଳିତ ବର୍ଷ ଏପ୍ରିଲ୍‌ରେ ସର୍ବକାଳୀନ ସର୍ବାଧିକ ୨.୩୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ

 

ମେ’ ୨୭ରୁ ଚାରିଧାମକୁ ଗଡ଼ିବ ଭାରତ ଗୌରବ ଡିଲକ୍ସ ଟ୍ରେନ୍‌। ଶ୍ରଦ୍ଧାଳୁଙ୍କ ପାଇଁ ଶୁଭ ଖବର।

 

ଅହମ୍ମଦାବାଦରୁ ୧୨୦୦ ରୁ ଅଧିକ ବାଂଲାଦେଶୀଙ୍କୁ ଅଟକ, ମୁମ୍ବାଇରୁ ୬୦ରୁ ଅଧିକ ବାଂଲାଦେଶୀ ଗିରଫ। ଓଡିଶାରେ କିନ୍ତୁ ସୁରକ୍ଷିତ

 

ପହଲଗାମ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସ ଜାରି।

 

ପାକିସ୍ତାନ ଆକାଶପଥ ଉପରେ ୟୁରୋପୀୟ ଦେଶର ବିମାନ ଉଡ଼ିବେ ନାହିଁ, ଓଭରଫ୍ଲାଇଟ୍ ଫି’ମିଳିବ ନାହିଁ

 

ପାକିସ୍ତାନକୁ ଭାରତ ସମୁଦ୍ର ମାର୍ଗ ବନ୍ଦ କଲା ବୋଲି ଦାବୀ

 

ଅଷ୍ଟ୍ରେଲିଆ ନିର୍ବାଚନରେ ପୁଣି ଜିତିଲେ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍।

 

ପାକ୍ ସହ ରପ୍ତାନି ଆମଦାନୀ ବନ୍ଦ, ଡାକ ଓ ପାର୍ସଲ ସେବା ଭାରତ ବାତିଲ କଲା ବୋଲି ଦାବୀ।

 

ପୁଟିନଙ୍କ ଲୋମଟାଙ୍କୁରା ନିର୍ଯାତନା। ୟୁକ୍ରେନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କାଟି ଖଣ୍ଡଖଣ୍ଡ କରାଯାଇଥିଲା

 

ଆଜି ଅନ୍ତର୍ଜାତୀୟ ନିଆଁ ଲିଭାଳି ଦିବସ

ଅନ୍ତର୍ଜାତୀୟ କୋଇଲା ଖଣି ଖୋଳାଳି ଦିବସ

 

ଆଜି ଜନ୍ମଦିନ: ଟିନୁ ଆନନ୍ଦ, ସାମ ପିତ୍ରଡ଼ା, ସିଦ୍ଧାନ୍ତ ମହାପାତ୍ର, ନିତ୍ୟାନନ୍ଦ କାନୁନଗୋ (ନେତା, କଟକ), ରୋସନାରା ପରବିନ (କ୍ରିକେଟ, ବଲାଙ୍ଗୀର)

 

ଆଜି ତିରୋଧାନ: ଟିପୁ ସୁଲତାନ

 

ଇତିହାସରେ ଆଜି ଦିନ: (୧୭୯୯) ଶିରଙ୍ଗାପତମ ଦୁର୍ଗ ଅକ୍ତିଆର କଲେ ବ୍ରିଟିଶ ସୈନିକ/ (୧୮୭୮) ଥୋମାସ ଏଡିସନଙ୍କ ଫୋନଗ୍ରାମ ପ୍ରଦର୍ଶିତ ହେଲା/ (୧୯୮୯) ଫ୍ଲୋରିଡାରୁ ନାସା ଲଞ୍ଚ କଲା ବୃହସ୍ପତି ମିଶନ/ (୧୮୯୬) ଲଣ୍ଡନ ଡେଲି ମେଲ ର ପ୍ରକାଶନ ଆରମ୍ଭ

=======================