556 ନମ୍ବର ରଖି A1 ସ୍ଥାନ ପାଇଲେ ମଧୁସ୍ମିତା ସାମନ୍ତରାୟ l

Share

ପୁରୀ ଜିଲ୍ଲା ସ୍କୁଲ ର ଛାତ୍ରୀ ମଧୁସ୍ମିତା ସାମନ୍ତରାୟ 556 ନମ୍ବର ରଖି ଚଳିତ ମାଟ୍ରିକ ପରୀକ୍ଷା ରେ A1 ସ୍ଥାନ ଗ୍ରହଣ କରିଛନ୍ତି l ମଧୁସ୍ମିତା ଏହି ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଟିଉସନ କରୁଥିବା ମା ମଙ୍ଗଳା ମାର୍କଣ୍ଡେୟ ସ୍ମୁତି ଶିକ୍ଷା ଅନୁଷ୍ଠାନ ର ପ୍ରତିଷ୍ଠାତା ଜ୍ୟୋତି ପ୍ରକାଶ ଦାସଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ବାପା ମହେଶ କୁମାର ସାମନ୍ତରାୟ, ବୋଉ ପ୍ରତିମା ସାମନ୍ତରାୟ ଓ ଭଉଣୀ ଶାଶ୍ଵତୀ ସାମନ୍ତରାୟ ଘରେ ତାଙ୍କ ପଢା ପ୍ରତି ଗୁରୁତ୍ୱ ଦେଉଥିବାରୁ ସେ ଆଜି ଏହି ସ୍ଥାନ ପାଇଛନ୍ତି ବୋଲି ପ୍ରକାଶ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ