May 10, 2026

ଉମରକୋଟ ଠାରେ ସତ୍ୟ ରାଜ ମିସ୍ତ୍ରୀ ସଂଘର ସଭା ଗୃହ ଉଦ୍ଘାଟନ ଉସ୍ଵଵ ଅନୁଷ୍ଠିତ………

IMG-20250424-WA0124
Share

 

ଉମରକୋଟ(ଏମ୍ .ଦିନା°ଶୁ ଆଚାରୀ) ତା-୨୩-୦୪-୨୦୨୫ ରିଖ ବୁଧବାର ଦିନ ଅପରାହ୍ନ ୫ଘ: ସମୟରେ ଉମରକୋଟ ଵ୍ଳକର ଭାମିନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ-ଭାମିନୀ ଭାଟୀବେଡାଛକ ନିକଟସ୍ଥ ସତ୍ୟ ରାଜମୀସ୍ତୀ ସଂଘର ପୁର୍ବତନ ସଂପାଦକ ଶ୍ରୀଯୁକ୍ତ କୃଷ୍ଣ ଭତ୍ରା ଙ୍କର ସଭାପତିତ୍ବ ରେ ରାଜମିସ୍ତ୍ରୀ ସଂଘର ନୂତନ ସଭାଗୃହ ସୁଭଉଦ୍ଘାଟନ କରାଯାଇ ଥିଲା ତାସଙ୍ଗେ ସଙ୍ଗେ ଗୋଟିଏ ସାଧାରଣ ସଭା ର ଆୟୋଜନ କୋରାଯାଇଥିଲା ଏଥିରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ରାଜ୍ୟ ଗଣଶିକ୍ଷା ଓ ଆଦି ଵାସି ହରିଜନ ଓ ପଛୁଆ ଵର୍ଗମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗୋଣ୍ଡ , ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ ଝରିଗାଁ ବିଧାୟକ ଶ୍ରୀଯୁକ୍ତ ନର୍ସିଂ ଭୋତ୍ରା, ଅନ୍ୟତମ ଅତିଥି ଭାମନୀ ସରପଞ୍ଚ ଶ୍ରୀମତତୀ ମାଳତୀ ମାଝୀ, ଖାଣ୍ଡାସରପଞ୍ଚ ଶ୍ରୀରମେଶ ଭତ୍ରା, ହିରାପୁର ସରପଞ୍ଚ ଶ୍ରୀମତୀ ଅଳମ୍ଭା ନାୟକ, ଜିଲ୍ଲା ରାଜମିସ୍ତ୍ରୀ ମହା ସଂଘ ନଵରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିପିନ୍ନ ନାଗ, ସାଧାରଣ ସଂପାଦକ ଶ୍ରୀଯୁକ୍ତ ପର୍ଶୁରାମ ନାୟକ, ଏନ୍ ଅହମଦ ରାଜମିସ୍ତ୍ରୀ ସଂଘର ସଭାପତି ଶ୍ରୀଯୁକ୍ତ ସଦାସୁନା, ସଂପାଦକ ମତିରାମ ଭତ୍ରା,ମାଁପେଣ୍ଡ୍ରାରାଣୀ ସଂଘ ଡିନ୍ କେ ,ର ସାଧାରଣ ସଂପାଦକ ସୁବାସ୍ ସୁରିଆ,ଖୁଟୁଗୁଡା ମାଁଠାକୁରାଣୀ ସଂଘର ସଭାପତି ଶ୍ରୀଉର୍ଦ୍ଧ୍ବଵ କଲାର, ଧନୁଗଣ୍ଡ, ଧନୀରାମ

ପାଣ୍ଡେ,ଲଛନାବାଗ, ଭାଗିରଥି କଚିମ, ଗଣେଶ ଭତ୍ରା,ସମେତ ବକଦା ,ହିରାପୁର, ଭାମିନି, ଜିପି ସଂଘର କର୍ମକର୍ତ୍ତା ଗଣ,ତା ସଙ୍ଗେ ସଙ୍ଗେ ଖାଣ୍ଡା,ଓ କପେନାରୁ ସଂସ୍କୃତି ଦଳ ସହ ପ୍ରାୟ ପାଞ୍ଚ ସହରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗଦେଇ ଥିଲେ।