ଖବର ଉପାନ୍ତ ଓଡିଶା ସମାଚାର ଆଜି ଭାରତ ରତ୍ନ Dr ବି. ର. ଆମ୍ବେଦକର ଙ୍କ ର ଜନ୍ମ ଜୟନ୍ତୀ ଦିବସରେ କୋରାପୁଟ ଜିଲ୍ଲା ପ୍ରଶାସନ ଆମ୍ବେଦକର ଙ୍କ ପ୍ରତି ମୂର୍ତି ରେ ମାଲ୍ୟାଅର୍ପଣ କରି ତାଙ୍କର ଶ୍ରୁତି ଉଚ୍ଚାରଣ କରିଥିଲେ upanta odisha April 14, 2025 Share୧୪/୦୪/୨୫ (ଗୁପ୍ତେଶ୍ୱର ରଥ କୋରାପୁଟ) ଆଜି ଭାରତ ରତ୍ନ Dr ବି. ର. ଆମ୍ବେଦକର ଙ୍କ ର ଜନ୍ମ ଜୟନ୍ତୀ ଦିବସରେ କୋରାପୁଟ ଜିଲ୍ଲା ପ୍ରଶାସନ ଆମ୍ବେଦକର ଙ୍କ ପ୍ରତି ମୂର୍ତି ରେ ମାଲ୍ୟାଅର୍ପଣ କରି ତାଙ୍କର ଶ୍ରୁତି ଉଚ୍ଚାରଣ କରିଥିଲେ। ଏଥିରେ କୋରାପୁଟ ଜିଲ୍ଲାର ବହୁ ସମାଜ ସେବୀ ଓ କୋରାପୁଟ ସହର ର ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ Post Navigation Previous ଗତ କାଲି କୋରାପୁଟ ରେଲ୍ ବାଇ ଷ୍ଟେସନ ରୁ ଗୋଞ୍ଜେଇ ଚରା ଚାଲାଣ ବେଳେ କୋରାପୁଟ ଆରପିଏଫ ଓ କୋରାପୁଟ GRP ମିଳିତ ଭାବରେ ଝାଡ଼ଖଣ୍ଡ ର ଦୁଇ ଭାଈ କୁ ଗିରଫ କରିଛିNext ଆଜିର ଖବର.. More Stories ଖବର ଉପାନ୍ତ ଓଡିଶା ସମାଚାର ଆତ୍ମସମୀକ୍ଷା କରିବାର ସମୟ ଆସିଛି, କିଛି ଭଲ ସାମ୍ବାଦିକଙ୍କ ପାଇଁ ଏବେ ବି ତିଷ୍ଠି ରହିଛି ଚତୁର୍ଥ ସ୍ତମ୍ଭ। upanta odisha September 23, 2026 ଖବର ଉପାନ୍ତ ଓଡିଶା ସମାଚାର ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ଅଭିଯୋଗ, ୩ ଯୁବକ ଗିରଫ upanta odisha September 23, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ଖବର.. upanta odisha September 23, 2026