ଗତ କାଲି କୋରାପୁଟ ରେଲ୍ ବାଇ ଷ୍ଟେସନ ରୁ ଗୋଞ୍ଜେଇ ଚରା ଚାଲାଣ ବେଳେ କୋରାପୁଟ ଆରପିଏଫ ଓ କୋରାପୁଟ GRP ମିଳିତ ଭାବରେ ଝାଡ଼ଖଣ୍ଡ ର ଦୁଇ ଭାଈ କୁ ଗିରଫ କରିଛି

(ଗୁପ୍ତେଶ୍ୱର ରଥ କୋରାପୁଟ) ଗତ କାଲି କୋରାପୁଟ ରେଲ୍ ବାଇ ଷ୍ଟେସନ ରୁ ଗୋଞ୍ଜେଇ ଚରା ଚାଲାଣ ବେଳେ କୋରାପୁଟ ଆରପିଏଫ ଓ କୋରାପୁଟ GRP ମିଳିତ ଭାବରେ ଝାଡ଼ଖଣ୍ଡ ର ଦୁଇ ଭାଈ କୁ ଗିରଫ କରିଛି। ଦୁଇ ଭାଈ ସେମିଳିଗୁଡା ରୁ ଗୋଞେଇ କିଣି ଆଣି କେରେଣ୍ଡୁଲ ବିଶାଖାପାଟଣା ଟ୍ରେନ ରେ ଯାତ୍ରା କାରୁ ଥିବା ସମୟରେ କୋରାପୁଟ ଆରପିଏଫ ଓ GRP ବିଶେଷ ସୂତ୍ର ରୁ ଖବର ପାଇ ଟ୍ରେନ ରେ ତଲାସୀ କରିଥିଲେ। ଝାଡ଼ଖଣ୍ଡ ର ଦୁଇ ଭାଈ ବିଶାଳ ଦୁବେ ଓ ଭାରତ କୁମାର ଦୂବେ ଙ୍କ ପାଖରୁ ୨୦ କିଲୋ ଗୋଂଜେଇ ଜବତ କରି ସେ ଦୁହିଙ୍କ ବିରୁଦ୍ଧରେ NDPS ACT ରେ କେଶ ରୁଜୁ କରି ଥିଲେ