May 10, 2026

ବାଇକ୍ ଧକ୍କାରେ ଜଣେ ମୃତ ଜଣେ ଆହତ..

IMG-20250412-WA0091
Share

 

ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥ ପୁର ପଞ୍ଚାୟତ ର ମାଳି ମସାନ୍ ରାସ୍ତାରେ ଦୁଇ ବାଇକ୍ ମୁହାଁମହିଁ ଧକ୍କା ହୋଇଛି। ବାଇକ୍ ଚାଳକ ଦ୍ବୟ ହେଲେ ବଳଭଦ୍ର ପୁର ର ଗଣପତି ମାଳି ଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମାଳି ବୟସ ୨୮ ବର୍ଷ ଓ ପ୍ରତାପ ପୁର ର ରଞ୍ଜିତ ମାଝୀ ଙ୍କ ବୟସ ୩୫ ବର୍ଷ। ଉଭୟଙ୍କୁ ଲାଞ୍ଜିଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିବା ପରେ ପୂର୍ଣ୍ଣଚନ୍ଦ୍ର ମାଳି ଙ୍କୁ ଡାକ୍ତର ଶ୍ରୀ ଭବାନୀ ଶଙ୍କର ଲେଙ୍କା ମୃତ ଘୋଷଣା କଲେ। ରଞ୍ଜିତ ମାଝୀ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନିପାଟଣା କୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସାଳୟ ରେ ପରିବାର ଲୋକେ ଉପସ୍ଥିତ ଅଛନ୍ତି।

ଲାଞ୍ଜିଗଡ଼ ରୁ ପୁରୁନ୍ଦ୍ ର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର