March 17, 2025
Share

 

୧-ଭୁବନେଶ୍ୱର:ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ, ପୂର୍ବରୁ ଯାଇଛନ୍ତି ନବୀନ।

 

୨-ଭୁବନେଶ୍ୱର:ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଯାତ୍ରା ସମୟରେ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି।

 

୩-ଅସହ୍ୟ ଖରାରେ ସିଝୁଛି ରାଜ୍ୟ : ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି।

 

୪-ପଟ୍ଟାମୁଣ୍ଡାଇ ଆଇଆଇସି ଅଧିକାରୀଙ୍କ ମାନବିକତା, ୩ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରି ବାପା ମା’ଙ୍କୁ କଲେ ହସ୍ତାନ୍ତର।

 

୫-ଶ୍ରୀମନ୍ଦିରରେ ଡ୍ରିମଗାର୍ଲ ହେମାମାଳିନୀ, ପୁରୀରେ ଖେଳିଲେ ହୋଲି।

 

୬-ଜମିଜମା ବିବାଦରୁ ମହିଳାଙ୍କୁ ଆକ୍ରମଣ ; ଆକ୍ରମଣକାରୀକୁ ଗିରଫ କରି ଜେଲକୁ ପଠାଇଲା କାକଟପୁର ପୋଲିସ।

 

୭-ସହିଦନଗର ଶାନ୍ତିପଲ୍ଲୀ ବସ୍ତି:ପୂର୍ବ ଶତ୍ରୁତା ପାଇଁ ହୋଲିରେ ଅଘଟଣ, ରାଜଧାନୀରେ ଗଡ଼ିଲା ଦୁଇ ମୁଣ୍ଡ।

 

୮-ମୟୂରଭଞ୍ଜ,ଟଙ୍ଗାଶୋଳ ଗାଁ:ପରକୀୟା ପ୍ରୀତିର କରୁଣ ପରିଣତି; ସ୍ତ୍ରୀକୁ ମାରି ରାତିସାରା ଶବ ପାଖରେ ଜଗିରହିଲା ସ୍ବାମୀ।

 

୯-ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ।

 

୧୦-କେନ୍ଦ୍ରାପଡା,ଦାନପୁର:ଭକ୍ତଙ୍କ ସହ ଫଗୁ ଖେଳିଲେ ରାଧାମାଧବ; ଶୋଭାଯାତ୍ରାରେ ଆସି ମେଲଣ ପଡ଼ିଆରେ ଏକାଠି ହେଲେ ଶହେରୁ ଅଧିକ ଠାକୁର।

 

୧୧-ହୋଲିରେ ଅଘଟଣ, ବଡମ୍ବା ଭଟ୍ଟାରିକା ମହାନଦୀରେ ବୁଡି ଯୁବକ ନିଖୋଜ।

 

୧୨-କଟକ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଦୋଳ ବିମାନ ଯିବା ବେଳେ ସୀମା ବିବାଦକୁ ନେଇ ମାରପିଟ।

 

୧୩-ଛତ୍ରପୁର:ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ୧୦ବର୍ଷର ଛାତ୍ରଙ୍କ ମୃତ୍ୟୁ।

 

୧୪-ଭୁବନେଶ୍ୱର:ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ।

 

୧୫-ରାୟଗଡା:୬୬୦ କେଜି ଗଞ୍ଜେଇ ସହ ବନ୍ଧୁକ ଜବତ, ୬ ମାଫିଆ ଗିରଫ।

 

୧୬-ହୋଲିରେ ଉତ୍ତରପ୍ରଦେଶରେ ବଡ଼ ଦୁର୍ଘଟଣା: ସୀତାପୁରରେ ଡଙ୍ଗା ଓଲଟି ନଦୀରେ ବୁଡିଗଲେ ୧୫ ଯାତ୍ରୀ।

 

୧୭-ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ଆରମ୍ଭ, ଜୁଲାଇ ୩୧ ଶେଷ ତାରିଖ।

 

୧୮-ଆସାମ ରାଇଫଲ୍ସ ବାଟାଲିୟନ ଜମି ମିଜୋରାମ ସରକାରଙ୍କୁ ହସ୍ତାନ୍ତର କଲେ ସ୍ବରାଷ୍ଟ୍ର ମନ୍ତ୍ରୀ।

 

୧୯-ଆସିବା ପୂର୍ବରୁ ଚହଳ ପକାଇଲାଣି ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍: ଭାରତରେ ଯୋଗାଇବ ସାଟେଲାଇଟ୍ ଇଣ୍ଟରନେଟ୍ ସୁବିଧା।

 

୨୦-ଶୀଘ୍ର ପୃଥିବୀପୃଷ୍ଟକୁ ଫେରିବେ ସୁନୀତା ୱିଲିୟମ୍ସ, ଫାଲକାନ-ନାଇନ ରକେଟ ମାଧ୍ୟମରେ କ୍ରୁ-ଟେନ୍‌ ମିଶନ ଲଞ୍ଚ କଲା ଆମେରିକା।

 

*🙏 ସୁପ୍ରଭାତ 🙏*

You may have missed