March 17, 2025

ଆନ୍ତର୍ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଛି ୨୦୨୫..

Share

ଆଜି ସନ୍ଧ୍ୟା ସମୟ ୫ଘଣ୍ଟା ତା ୧୫,୩,୨୦୨୫ରିଖରେ ଶ୍ରୀ ରସିକ ରାଜ ମନ୍ଦିର ରେ , ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପାଳନ କରାଯାଇଛି, ଜିଲ୍ଲା ସଭାପତି ଶ୍ରୀ ରୋକୋମ ଲୋକନାଥ, ଙ୍କ ଅଧ୍ୟକ୍ଷତା ରେ , ଜିଲ୍ଲା ସମ୍ପାଦିକା ଶ୍ରୀମତି ତନୁଜା ଶତପଥୀ, ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ରୀ ମୁରଲି ପରିଛା,ଶ୍ରୀ ଭାଗବତ ପାଢ଼ୀ, ଏମ୍ ବାଙ୍ଗରି, ବି ଚାଲା ପତି, ମହିତ୍ ମିଶାଲ୍ ନିଜ ନିଜ ମନ୍ତବ୍ୟ ରଖିଥିଲେ, ଗ୍ରାହକ ର ମୌଳିକ ଅଧିକାର ରହିଛି, ଏବଂ ଅଧିକାର ପାଇବା ଦରକାର, ଆଲୋଚନା ହୋଇଥିଲା, ପ୍ରଶାସନ କୁ ସ୍ମାରକ ପତ୍ର ଦେବା ପାଇଁ ନିଷ୍ପତି ନିଆଗଲା, ସ୍ମାର୍ଟ ମିଟର, କିରାଣୀ ଚାର୍ଟ, ବିଷୟ ରେ,

ଆଗାମୀ ଦିନରେ ସାତ ମାଇଲ ରେ ଲୋକ ସଚେତନା କାଯ୍ୟକର୍ମ କରିବା ପାଇଁ ନିଷ୍ପତି ନିଆଗଲା ,ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ