May 10, 2026

ପାରଳା ବିଧାୟକ ଙ୍କ ଦ୍ଵାରା ହୋଲି ପାଳନ

IMG-20250315-WA0042
Share

 

ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ହାଇଟେକ୍ ଆପାର୍ଟ ମେଣ୍ଟ ଠାରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ଦ୍ଵାରା ହୋଲି ପାଳନ ହୋଇଯାଉଛି। ଏହି କାର୍ଯ୍ୟକ୍ରମ ରେ ପାରଳା ବିଧାୟକ ଙ୍କ ସହ ଜିଲ୍ଲାପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ରାଜ୍ୟ ବିଜେଡ଼ି ସମ୍ପାଦକ ପ୍ରଦୀପ ନାୟକ ସହ ,ଗଜପତି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ କର୍ମୀ, ପ୍ରତିନିଧି ଗଣ , ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ନିଜ ମଧ୍ୟରେ ଖୁସି ବାଣ୍ଟିଥିଲେ।