March 12, 2025

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ତରଫରୁ ପ୍ରତିବାଦ ସଭା ।

Share

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଦେଶ ଅନୁଯାଇ ବି. ଜେ. ପି. ସରକାରରେ ରାଜ୍ୟରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ, ନାରୀନିର୍ଯାତନା, ଧର୍ଷଣ, ଗଣଦୁଷ୍କର୍ମ, କୋମଳ ମତି ଛାତ୍ରୀ ମାନେ ଧର୍ଷଣ ର ଶିକାରହେଇ ଗର୍ଭ ବତୀ ରେ ଓଡିଶା ଭାରତ ବର୍ଷ ରେ 1ନମ୍ବର ସ୍ଥାନ ଅଧିକାର କରିଛି,ନାରୀ ଙ୍କୁ ସୁରକ୍ଷା ପ୍ରତିବାଦରେ ରାଜ୍ୟ କଂଗ୍ରେସଓଡିଶା ର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟା ଳୟ ଆଗରେ ପ୍ରତିବାଦ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି, ସେହି ପରି ଖୋର୍ଦ୍ଧାଜିଲ୍ଲା କଂଗ୍ରେସ ତରଫରୁ ଆଜି ଖୋର୍ଦ୍ଧା ନୂଆବସ ଷ୍ଟାଣ୍ଡ ଠାରୁ ଜିଲ୍ଲା କଂଗ୍ରେସ ତରଫରୁ ଶୋଭାଯାତ୍ରା ବାହାରି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିଖୋବ କରାଯିବାସହିତ ଦାବିପତ୍ର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ଙ୍କୁ ସରକାର ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇ ଥିଲା।