May 10, 2026

ନାରୀ ହିଁ ସମାଜର ମାର୍ଗ ଦର୍ଶିକା 

IMG-20250308-WA0062
Share

ଜାତୀୟ ସେବାଯୋଜନା ଓ଼ ନୀଳାଚଳ ନାରାୟଣ ସଂସ୍କୃତ ମହା ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼ଃ ବଳରାମ ଦାଶ ସଭାପତିତ୍ୱ କରି କହିଲେ, ନାରୀ ସମାଜର ମାର୍ଗଦଶିକା, ମହିଳା ସଶକ୍ତ ଓ଼ ଆତ୍ମ ନିର୍ଭରଶୀଳ ହେଲେ ଦେଶର ବିକlଶ ସୁନିଶ୍ଚିତ l ସମ୍ମାନୀତା ଅତିଥିରୁପେଅଧ୍ୟାପିକା ଡ଼ଃ ଉଷା ରାଣୀ ଦାଶ ମୁଖ୍ୟ ବକ୍ତା ରୁପେ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼ଃ ଉମେଶ ଚନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ମହିଳାମାନେ ଦେଶର ଭବିଷ୍ୟତ,ଯୁବତୀ ମାନେ pରାଷ୍ଟ୍ର ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ ସହ ଜାତୀୟ ଚେତନା ରେ ଉଦବୃତ୍ତ ତଥା ଉଜ୍ଜୀବିତ ରହି ଶୃଙ୍ଖଳିତ ଜୀବନଚାର୍ଯ୍ୟ କୁ ଆପଣେଇଲେ ପାରିଲେ ଦେଶର ପ୍ରଗତି ଅବଶ୍ୟମ୍ଭାବି ବୋଲି ମତବ୍ୟକ୍ତ କରିଥିଲେ ଡ଼ଃ ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l