May 10, 2026

ପୁରଷ୍କାର ବିତରଣ ଉତ୍ସବ ବେଗୁନିଆ ବ୍ଳକ ରାଧାକାନ୍ତପୁର ପଞ୍ଚାୟତ ଧାନଘର ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରଷ୍କାର ଉତ୍ସବରେ ସମ୍ମାନୀତ ଅତି ଥି ଭାବରେ ସରପଞ୍ଚ ମହାସୟା ଜୁଳିତା ଦାସ, ସିରାସି

IMG-20250307-WA0005
Share

     ପୁରଷ୍କାର ବିତରଣ ଉତ୍ସବ ବେଗୁନିଆ ବ୍ଳକ ରାଧାକାନ୍ତପୁର ପଞ୍ଚାୟତ ଧାନଘର ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରଷ୍କାର ଉତ୍ସବରେ ସମ୍ମାନୀତ ଅତି ଥି ଭାବରେ ସରପଞ୍ଚ ମହାସୟା ଜୁଳିତା ଦାସ, ସିରାସି ସୂର୍ଯ ନାରାୟଣ ପଣ୍ଡା, ଶିକ୍ଷାବିତ ବସନ୍ତ କୁମାର ପ୍ରହରାଜ,ଯୋଗଦେଇଥିଲେ ମୁଖ୍ୟଅତିଥି ଭାବରେ ଶିକ୍ଷାବିତ ସୁସାନ୍ର କୁମାର ବୈରି ଗଞ୍ଜନ, ମଧୁସ୍ମିତା ସେଠି, ମୋ ସ୍କୁଲର ଅଧ୍ଯକ୍ଷ୍ୟ ଲମ୍ବୋଦର ଶତପଥି ଆସିଥିଲେ,ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି, ସହକାରି ଶିକ୍ଷକ ଦେବେନ୍ଦ୍ର କୁମାର ବିଶୋଇ ଉତ୍ସବକୁ ପରିଚାଳନା କରିଥିଲେ ଚେୟାରମ୍ୟାନ ରୀନା ବଳିଆରସିଂହ ଉତ୍ସବର ସଦ୍ଭାପତିତ୍ଵ କରିପିଲାମାନଙ୍କୁ ପୁରସ୍କାର ବିତରଣ କରାଇଥିଲେ ରିପୋଟର ମାନସ ରଞ୍ଜନ କର