May 10, 2026
IMG-20250305-WA0067
Share

ଗ୍ରେଟର ହେବ ଭୁବନେଶ୍ବର

ତିଆରି ହେବ ଗ୍ରେଟର ଭୁବନେଶ୍ବର

ମିଶିବ ପୁରୀ, କୋଣାର୍କ, କଟକ, ଖୋର୍ଦ୍ଧା, ପାରାଦୀପ

ଭୁବନେଶ୍ବର ସହ ମିଶି ହେବ ବଡ଼ ସହର

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା

ସମସ୍ତ ସହରକୁ ସଂଯୋଗ କରିବା ପାଇଁ ରିଙ୍ଗ ରୋଡ୍‌ ହେବ

ଭୁବନେଶ୍ଵରର ଅନେକ ଜାଗା BMCରେ ମିଶିନାହିଁ

ଟାଉନ୍ ପ୍ଲାନିଂ ସ୍କିମ୍‌ରେ ପ୍ରଥମେ BMCରେ ସଂଯୋଗ କରାଯିବ

ଏନେଇ ସମୀକ୍ଷା ବୈଠକ ସରିଥିବା ନେଇ ମନ୍ତ୍ରୀଙ୍କ ସୂଚନା

ଭୁବନେବା

ଭୁବନେଶ୍ୱର ରୁ ଲମ୍ବୋଦର ସାହୁ ଙ୍କ ରିପୋର୍ଟ