March 6, 2025
Share

*ମାର୍ଚ୍ଚ୮ମହିଳା ଦିବସ*ପାଳନ *ଉପଲକ୍ଷେ ପ୍ରଗତି ମହିଳା ସଂଗଠନ ଆନୁକୁଲ୍ୟରେ କେବଳ ଝିଅ ଓ* *ମହିଳା ମାନଙ୍କ* *ପାଇଁ* *ପ୍ରତିଯୋଗିତା*

ସ୍ଥାନୀୟ ୟୁ.ଟେକ୍. କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ଠାରେ *ତା:୦୫/୦୩/୨୫* ଅପରାହ୍ନ ୩ଘଣ୍ଟା ସମୟରେ ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥିନୀ ମାନେ ତତତ୍କାଳ ନିଜ ନାମ ଦରଜ କରିବେ।

୩,୪,୫,ଶ୍ରେଣୀ.. ସର୍ବକନିଷ୍ଠ *(ପୁଚି)*

 

୬,୭,୮ ଶ୍ରେଣୀ କନିଷ୍ଠ ( *ଦଉଡ଼ି ଡ଼ିଆଁ)*

 

୯,୧୦ ଶ୍ରେଣୀ ବରିଷ୍ଠ ( **ଝୋଟି* )

 

ମହିଳା/ମହାବିଦ୍ୟାଳୟ/ଗୃହିଣୀ/ଡାଇଟ୍ ଶିକ୍ଷା ପ୍ରତିଷ୍ଠାନ/କର୍ମଜୀବୀ ମହିଳା/( *ମେହେନ୍ଦି,* *ହୁଳହୁଳି,ଚୁଡ଼ି* *ସେଟ୍ ସଜ୍ଜା,ଅଳତା ପରିଧାନ)* ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର *_ମାର୍ଚ୍ଚ ୦୮ପୂର୍ବାହ୍ନ_* *_୧୦.୩୦ଟାରେ* ବିଜୟିନୀ_ ମାନଙ୍କୁ ପ୍ରଦାନ କରାଯିବ। ଏବଂ ମଧ୍ୟାହ୍ନ ପ୍ରୀତି ଭୋଜନର ବ୍ୟଵସ୍ତl ମଧ୍ୟ କରାଯାଇଛି।

🙏 ନିବେଦକ: *ତନୁଜା* *ଶତପଥୀ ସମ୍ପାଦିକା* *ପ୍ରଗତି*

You may have missed