May 11, 2026
IMG-20250222-WA0042
Share

 

ମଁ ଶ୍ରୀମତୀ ରଶ୍ମିତା ବିଶୋଇ ପିତା ଘନଶ୍ୟାମ ବିଶୋଇ ଜୟପୁର ପୁରୁଣା ଗଡ଼ ମୂଁ ଗତ 2017 ମହସିଆ ରେ ବୈଦିକ ରୀତି ଅନୁସାରେ ଵୀଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତ ର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଙ୍କ ଜ୍ୟେଷ୍ଠ ପୁତ୍ର ଗୌରୀ ଶଙ୍କର ମହାନ୍ତି ଙ୍କୁ ବିବାହ କରିଅଛି ବାହା ହେବା ପରେ ମୋ ସ୍ୱାମୀ ମୋ ଆଧାର କାର୍ଡ କୁ ଠିକଣା ବଦଳେଇବା ସମୟରେ ମୋ ନାମ କୁ ମଧ୍ୟ୍ୟ ପରିବର୍ତ୍ତନ କରି ଶ୍ରଦ୍ଧା ମହାନ୍ତି କରିଦେଇଛନ୍ତି ଏଣୁ କୌଣସି ପ୍ରକାର ସରକାରୀ କାମ ହେଉ କି ବ୍ୟାଙ୍କ କାମ ରେ ବାଧା ସୃଷ୍ଟି ହେଉଛି ମୋର ସମସ୍ତ ସାର୍ଟିଫିକେଟ ରେ ରଶ୍ମିତା ବିଶୋଇ ରହିଥିବା ବେଳେ ଆଧାର ସହ ମେଳ ଖାଉ ନାହିଁ ତେଣୁ ମୂଁ ମୋର ପୂର୍ଵ ନାମ ରଶ୍ମିତା ବିଶୋଇ ହିଁ ଆଧାର କାର୍ଡ ରେ ରଖିବା ପାଇଁ ଘୋଷଣା କରୁଅଛି