May 11, 2026

ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ..

IMG-20250210-WA0021
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ରାଜବରହମ ପୁର ଅନ୍ତର୍ଗତ କାଦୁଆଣି ଟୀଲାସାହି ରେ, ଦୁଇଦିନ ବିଶିଷ୍ଟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ମା ଭୋଳକନ୍ୟା ଫୁଟବଲ କ୍ଲବ ତରଫରୁ ଅନୁଷ୍ଠିତ ହୋଇଯାଇଛି,,ଉଦଘାଟନ ମ୍ୟାଚ ରେ ବିଶିଷ୍ଟ ସମାଜସେବୀ କମଳାକାନ୍ତ ପରିଡା ମୁଖ୍ୟଅତିଥି ରୂପେ ଯୋଗଦାନ ଦେଇ ଆନୁଷ୍ଠାନିକ ଶୁଭ ଉଦଘାଟନ କରିଥିଲେ,ତାଙ୍କୁ କ୍ଲବ ପକ୍ଷରୁ ପାରମ୍ପରିକ ଆଦିବାସୀ ନୃତ୍ୟ ଶହ ବାଜ୍ୟ ସଂଗୀତ ର ତାଳେ ତାଳେ ଶୁଭେଚ୍ଛା ଜଣାଯାଇଥିଲା,ତେଣୁ ଶ୍ରୀ ପରିଡା ଉପସ୍ଥିତ ରହିଥିବା କ୍ଲବ ର ସମସ୍ତ ସଦସ୍ୟ ଓ ଅଂଚଳ ବାସୀ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଗ୍ରାମ୍ୟସ୍ତର ରେ ଏହିପରି ଖେଳ ଆୟୋଜନ କରି ଯୁବକ ଗୋଷ୍ଠୀ ଙ୍କୁ ଉତ୍ସାହ କରିବା ସହିତ ଅଂଚଳ ର ବିକାଶ ର ତ୍ୱରାନ୍ୱିତ ଆଗକୁ ଯାଇ ପାରିବ,,ତେଣୁ ଖେଳାଳୀ ମାନେ ନିଜର ରୁଚି ରଖି ଖେଳିଲେ ସେମାନେ ଆଗକୁ ନିଜ ଜିଲ୍ଲା ଏବଂ ଦେଶ ମହାଦେଶ ର ଖେଳି ନିଜ ନାମ ଶହ ଅଂଚଳ ର ନାମକୁ ବଜାୟ ରଖିବେ,, ଏବଂ ଏ ଖେଳ କିପରି ଆଗକୁ ଉକ୍ତ ଅଂଚଳ ର ବିସ୍ତାର କରିବ ସେନେଇ ଶ୍ରୀ ପରିଡା ପ୍ରଶାସନ ସ୍ତରରେ କଥା କୁ ପକାଇ ସେମାନଂକୁ ତାଙ୍କର ଅଭାବ ର ପୂର୍ଣ୍ଣପାଇଁ ଚେଷ୍ଟା କରିବେ,ଏବଂ ଶ୍ରୀ ପରିଡା ଙ୍କର ସହଯୋଗୀ ତଥା ପର୍ଶୁରାମ ବାରିକ,ବିଶ୍ୱପ୍ରିତମ ବୈଶାଖୀ ଙ୍କ ଶହ କ୍ଲବ ପକ୍ଷରୁ ସଭାପତି ସୁଶାନ୍ତ ସିଂ,, ସମ୍ପାଦକ ରାମଚନ୍ଦ୍ର ସିଂ ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ,,