February 23, 2025
Share

ଏବର୍ଷ ଗରମ ପ୍ରବଳ ହେବ, ଜଙ୍ଗଲରେ ଅଧିକ ନିଆଁ ଲାଗିବ, ଜାନୁଆରିରୁ ଆଜି ପର୍ଯ୍ୟନ୍ତ ୭୯୩ ବନାଗ୍ନି ଚିହ୍ନଟ

 

ଆସନ୍ତା ସପ୍ତାହରୁ ଲାଗୁହେବ ନୂଆ ଆୟକର ବିଲ୍‌, ଷାଠିଏ ବର୍ଷର ପୁରୁଣା ଆଇନ ବଦଳିବ

 

‘ସୁଭଦ୍ରା’ ମାଗଣା ଟଙ୍କାବଣ୍ଟା ଯୋଜନାର ମୋଟ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଁଚିଲା। ୧୮ ଲକ୍ଷରୁ ଅଧିକ ମହିଳା ଆଜି ପାଇବେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

 

ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପ୍ରିଲିମ୍‌ ପରୀକ୍ଷାରେ ୪୭୯୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ, ସେଥିରେ ୧୫୭୩ ଜଣ ମହିଳା

 

ରାୟଗଡା ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବ ଅନୁମୋଦନ। ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ହେବ, ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ

 

ମେ ୪ ତାରିଖରେ ହେବ ନିଟ୍-ୟୁଜି ପରୀକ୍ଷା, NTA ପକ୍ଷରୁ ସୂଚନା ଜାରି

 

ମାର୍ଚ୍ଚ ମାସରେ ମିଳିବ ଆୟୁଷ୍ମାନ ମାଗଣା ଚିକିତ୍ସା କାର୍ଡ, ଉପକୃତ ହେବେ ସାଢ଼େ ୩ କୋଟି ଲୋକ

 

ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରିଦେଲେ

 

ଭୁବନେଶ୍ବରରେ ଭାରତ-ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳାଳି, ଆଜି କରିବେ ଅଭ୍ୟାସ

 

ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଚାଲିଛି ତୁଟୁକା ଚିକିତ୍ସା। ମନ୍ତୁରା ପାଣି ଓ ମୟୁର ପରର ଚମତ୍କାରରେ ରାଜଧାନୀ ଶିକ୍ଷିତ ବର୍ଗ

 

ରାଉରକେଲାରେ ଲଗାତାର ତିନିଦିନ ଦୁର୍ଘଟଣା, ସ୍ପଞ୍ଜ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୪ ଶ୍ରମିକ ଗୁରୁତର

 

ମୟୁରଭଞ୍ଜ ଶିମିଳିପାଳ ରେ କଲରାପତରିଆ ଚମଡ଼ା ଜବତ, ୬ ଅଟକ

 

ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ, ଉଭୟ ପକ୍ଷରୁ ଗୁଳି ବିନିମୟ

 

ଗଞ୍ଜାମରେ ଟମାଟୋ କିଲୋ ହେଇଗଲା ଦୁଇଟଙ୍କା, ଫସଲ ତୋଳିବାକୁ ଚାଷୀ ଅମଙ୍ଗ

 

ମାଲକାନଗିରି ରେ ସୁନା ସଫା କରିଦେବା ନାମରେ ଠକେଇ, ୨ ଅଭିଯୁକ୍ତ ଗିରଫ

 

ରାୟଗଡ଼ା ଜିଲ୍ଲା ଗୁଲୁମୁଣ୍ଡା ପାକା ନିକଟ ରାସ୍ନାରେ ଫ୍ଲାଇଆସ ଇଟା ବୋଝେଇ ଟ୍ରାକ୍ଟର ଓଲଟି ତିନି ଶ୍ରମିକଙ୍କ ମୃତ୍ୟୁ

 

ସମ୍ବଲପୁର କୁଚିଣ୍ଡା ପାଖରେ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ନବଦମ୍ପତିଙ୍କ ସମେତ ୫ ଆହତ

 

ଭଦ୍ରକ ଟାଉନ ଥାନାରେ ଯୁବକଙ୍କୁ ମାଡ଼ମାରି ଲହୁଲୁହାଣ କଲେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ

 

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଓ ୪ ସହଯୋଗୀ।

 

କେଜରିବାଲ ଙ୍କ ଅଭିଯୋଗ, ବାରମ୍ବାର ଅନୁରୋଧ ସତ୍ତ୍ୱେ ବୁଥରେ ପଡ଼ିଥିବା ଭୋଟ ସଂଖ୍ୟା ନିର୍ବାଚନ କମିଶନ ଅପଲୋଡ କରୁନାହାନ୍ତି

 

ରିଜର୍ଭ ବ୍ୟାଙ୍କ କମାଇଲା ରେପୋ ରେଟ। କମି ପାରେ ଘର, କାର, ପର୍ସନାଲ ଋଣ ସୁଧ

 

ପାକିସ୍ତାନ ସେନାର ଏନକାଉଣ୍ଟରରେ ୧୨ ଆତଙ୍କବାଦୀ ମୃତ

 

ମୋଟ ୪୮୭ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇଦେବ ଆମେରିକା