February 1, 2025

ଭଏସ ଅଫ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। 

Share

ଖୋର୍ଦ୍ଧା,(ଉପାନ୍ତ ଖବର): ଭଏସ ଅଫ ମିଡିଆ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନାଇଡୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ସେଠି, ଖୋର୍ଦ୍ଧା ଅତିରିକ୍ତ ଆର ଟି ଓ ଅରବିନ୍ଦ ନାୟକ,ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ, ନାଇଡୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଓ ଭଏସ ଅଫ ମିଡିଆ ର ରାଜ୍ୟ ସଭାପତି ପ୍ରଭାତ ମିଶ୍ର,ଉପ ସଭାପତି ପି ବାଲାଜୀ ପାତ୍ର, ଜିଲ୍ଲା ସଭାପତି ଧନେଶ୍ବର ବିଧାର ଓ ସମସ୍ତ ସଦସ୍ୟ ଙ୍କୁ ନେଇ ରୋଡ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed