September 26, 2026

ଦେବାଭିଷେକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ..

IMG-20250113-WA0053
Share

 

ପୁରୀ (ଦେବାଶିଷ ଦାଶ )

ଜାନୁୟାରୀ ୧୩ ତାରିଖ ସୋମବାର ହେଉଛି ପବିତ୍ର ପୌଷ ପୂର୍ଣ୍ଣିମା। ଯାହାକୁ ଦେବାଭିଷେକ ପୂର୍ଣ୍ଣିମା ବୋଲି କୁହାଯାଇଥାଏ।

ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହମାନଙ୍କ ସୁନା ବେଶ ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିଲେ ଶ୍ରୀଜୀଉମାନେ ଦିବ୍ୟ ଦୁର୍ଲ୍ଲଭ ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଆଜି ସେଇ ଦିବ୍ୟ ଦୁର୍ଲ୍ଲଭ ଦର୍ଶନ ଯୋଗ ପାଇବାକୁ ଶ୍ରଦ୍ଧାଳୁ ମାନେ ଉତ୍କଣ୍ଠାର ସହ ଅପେକ୍ଷା ରଖିଛନ୍ତି।

You may have missed