September 25, 2026

ଅତିରିକ୍ତ ନୂତନ ଶ୍ରେଣୀ ଗୃହ ଓ ଇ -ପାଠାଗାର ବ୍ଲକ ଅଧକ୍ଷା ଓ ଉପାଧ୍ୟାକ୍ଷା ଙ୍କ ଦ୍ଵାରା ଉଦଘାଟିତ 

IMG-20250113-WA0039
Share

 

ଛତ୍ରପୁର -୧୩/୧/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ପଂଚାୟତ ରେ ନୂତନ ଅତିରିକ୍ତ ଶ୍ରେଣୀ ଗୃହ ଓ ଇ -ପାଠାଗାର ଛତ୍ରପୁର ବ୍ଲକ ଅଧକ୍ଷା କିରଣ କୁମାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭୁଦଘାଟନ କରିଥିଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ ଗୃହ ନିମନ୍ତେ ୫ଲକ୍ଷ ଓ ପଂଚାୟତ କାର୍ଯ୍ୟାଳୟ ରେ ଇ -ପାଠାଗାର ନିମନ୍ତେ ୫ଲକ୍ଷ ବ୍ୟୟ ରେ ନିର୍ମାଣ କରା ଯାଇଛି ଉଦଘାଟନ କରି ବ୍ଲକ ଅଧକ୍ଷା ଏହାଦ୍ଵାରା ଛାତ୍ର ଛାତ୍ରୀ ମାନେ ଉପକୃତ ହେଇପାରିବେ କହିଥିଲେ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟାକ୍ଷା ଏସ. ସାରଦା ରେଡ୍ଡୀ, ଭାରପ୍ରାପ୍ତ ବିଡିଓ ଜୟଶ୍ରୀ ନାଇକ, ୨୧ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଛବିତା ବେହେରା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ବିପୁଲିଙ୍ଗି ସରପଞ୍ଚ ହିନା ସେଠି, ନାଏବ ସରପଞ୍ଚ ବୀରଭଦ୍ର ପାଣିଗ୍ରାହୀ, ୱାର୍ଡମେମ୍ବର କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ସୁକାନ୍ତ ନାହାକ, j ଘନଶ୍ୟାମ ପାତ୍ର, ସମାଜସେବି ଯୁବ ନେତା ସୁରେଶ ଦାସ, ବୈରାଗୀ ସାହୁ, ଲକ୍ଷ୍ମଣ ସେଠି, କାମରାଜୂ ଖୁଣ୍ଟିଆ, ପୂର୍ବତନ ସରପଞ୍ଚ T ନରସିଂହ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଜୟଦେବ ଲେଙ୍କା, ଲିଙ୍ଗରାଜ ପାଣିଗ୍ରାହୀ, ଭିକାରି ଚୌଧୁରୀ, ଚମାଖଣ୍ଡି ସରପଞ୍ଚ ମନୋଜ ରେଡ୍ଡୀ, କଣମଣା ସମିତିସଭ୍ୟ s ଚକ୍ର ପାଣି ରେଡ୍ଡୀ, ମହନାଦପୁର ସରପଞ୍ଚ ରବୀନ୍ଦ୍ର ରାଉଳ, କାଳିଆ ନାହାକ, ଶମ୍ଭୁନାଥ ସ୍ୱାଇଁ, ରାମଚନ୍ଦ୍ର ରେଡ୍ଡୀ, ତ୍ରିନାଥ ରେଡ୍ଡୀ, ବିଭିନ୍ନ ପଂଚାୟତ ର ଜନପ୍ରତିନିଧି ଓ ଲୋକେ ଉପସ୍ଥିତ ଥିଲେ